Odisha Link
Bridging the Missing Links in Odisha
Daily Archives

April 24, 2023

୨୦୨୧ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ,…

ଭୁବନେଶ୍ବର: କ୍ରୀଡ଼ାର ବିକାଶକୁ ଅଧିକ ଗୁରୁତ୍ବ ଦେଉଥିବା ଓଡ଼ିଶା ସରକାର ନେଲେ ଆଉ ଏକ ବଡ଼ ପଦକ୍ଷେପ। ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ଭାବେ ଓଡ଼ିଶା ରହିବା ନେଇ କ୍ୟାବିନେଟରେ ଅନୁମୋଦନ ମିଳିଛି। ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜକ ହୋଇ ରହିବ ଓଡ଼ିଶା। ଏହି…

ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ ବୈଠକ। ଏହି ବୈଠକରେ ମୋଟ ୧୫ଟି ପ୍ରସ୍ତାବ ଊପରେ ଲାଗିଛି ମୋହର। ଏଥିରେ କୃଷି, ଶିଳ୍ପ, ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ରାଜସ୍ବ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ରହିଛି।…

ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ ବୈଠକ। ଏହି ବୈଠକରେ ମୋଟ ୧୫ଟି ପ୍ରସ୍ତାବ ଊପରେ ଲାଗିଛି ମୋହର। ଏଥିରେ କୃଷି, ଶିଳ୍ପ, ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ରାଜସ୍ବ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ରହିଛି।…

ସୁଦାନରେ ଫସିଛନ୍ତି ୩ ହଜାର ଭାରତୀୟ,…

ଓଏଲ୍‌ ବ୍ୟୁରୋ: ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ଅପରେସନ କାବେରୀ ଆରମ୍ଭ ନେଇ ଜୟଶଙ୍କରଙ୍କ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ସୁଦାନରେ ଫସିଥିବା ୩ ହଜାର ଭାରତୀୟଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଧାର…

ମନି ଲଣ୍ଡରିଂ ମାମଲା: କୋର୍ଟରେ ହାଜର…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। ଅର୍ଚ୍ଚନା ନାଗ ହନି ଟ୍ରାପ୍‌ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳି ବେହେରା ଆଜି କୋର୍ଟରେ ହାଜର ହୋଇନଥିବା ଜଣା ପଡିଛି। ପୂର୍ବରୁ କୋର୍ଟରୁ ସମୟ ମାଗିଥିଲେ ଶ୍ରଦ୍ଧାଞ୍ଜଳି। କୋର୍ଟରୁ ସମୟ ମାଗିବା ସତ୍ତ୍ୱେ ଶ୍ରଦ୍ଧାଞ୍ଜଳି ହାଜର…

ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ହୋଇଥିବା ଏକ ପରୀକ୍ଷାକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍ କରାଯାଇଛି। ଗତକାଲି ହୋଇଥିବା ପ୍ରିଲିମନାରୀ ପରୀକ୍ଷା ହେଲା ବାତିଲ। ପରୀକ୍ଷା ବାତିଲ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ…

ପ୍ରଚାରରେ କମ୍ପୁଛି ଝାରସୁଗୁଡା, ଆଜି…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ନିର୍ବାଚନ ମଣ୍ଡଳୀ। ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ଆରମ୍ଭ ହୋଇଛି ରାଜ୍ୟ ରାଜନୀତିରେ ଉଷ୍ମତା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ…

ବିରୋଧୀ ନେତା ଝାମେଲା କରନ୍ତି ବୋଲି…

ଓଏଲ୍‌ ବ୍ୟୁରୋ: ଗୁଡୁ ମୁସଲିମକୁ ନେଇ ସାରା ରାଜ୍ୟରେ ଜୋର ଚର୍ଚ୍ଚା ଧରିଛି। ତେବେ ଏହି ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାଂସଦ ସୁରେଶ ପୂଜାରୀ ନିଜର ମନ୍ତବ୍ୟ ମାଧ୍ୟମରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ତିତିକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଶ୍ନ ଉଠାଇଥିବାବେଳେ ଏହାର ଜବାବ…

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ…

ଓଏଲ୍‌ ବ୍ୟୁରୋ: ପୁଣି ଥରେ ବିବାଦରେ କୁସ୍ତି ସଂଘ ସଭାପତି। ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି କୁସ୍ତି ଯୋଦ୍ଧା। ଧାରଣାରେ ବସିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଧାରଣାରତ ୭ କୁସ୍ତି ଯୋଦ୍ଧା। ଭିନେଶ ଫୋଗଟ୍‌ଙ୍କ ସମେତ ୭ କୁସ୍ତି ଯୋଦ୍ଧା ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ…

ଅଘୋଷିତ ବିଜୁଳି କାଟ: ମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଏଥିରୁ ମୁକ୍ତି ପାଇବା ପାଇଁ ଏସି, କୁଲରର ବ୍ୟବହାର ବଢ଼ିବାରେ ଲାଗିଛି। କିଛି ଦିନ ପୂର୍ବରୁ ଶକ୍ତି ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଏଥର ବିଦ୍ୟୁତ କାଟ ହେବନି। ହେଲେ କିଛି ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ବିଦ୍ୟୁତ କାଟ ହେଉଥିଲା,…