Odisha Link
Bridging the Missing Links in Odisha
Daily Archives

May 27, 2023

ଉଚ୍ଚ ଶିକ୍ଷା ବିଭାଗର କଡ଼ା ପଦକ୍ଷେପ,…

ଓଏଲ୍‌ ବ୍ୟୁରୋ: କର୍ତ୍ତବ୍ୟରେ ଅବହେଳା କରିବା ପଡିଲା ମହଙ୍ଗା। ୨୨୩ଟି କଲେଜର ପ୍ରିନ୍ସପାଲଙ୍କ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେବଳ ପ୍ରିନ୍ସପାଲଙ୍କ ଦରମା ନୁହେଁ ବରଂ ମୁଖ୍ୟ କିରାଣି/କିରାଣିଙ୍କ ଦରମା ବନ୍ଦ ପାଇଁ…

ଭାରସାମ୍ୟ ହରାଇ କେନାଲକୁ ଖସିଲା…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭାରସାମ୍ୟ ହରାଇ କେନାଲକୁ ଖସିଲା ଆମ୍ୱୁଲାନ୍ସ। ରୋଗୀ ଛାଡି ଫେରୁଥିବାବେଳେ ଓଲଟିଲା ଆମ୍ୱୁଲାନ୍ସ। ତେବେ ଆମ୍ବୁଲାନ୍ସ ଖସିଯିବାରୁ କାହାର ଜୀବନରେ ଆଘାତ ଲାଗିନାହିଁ। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆମ୍ବୁଲାନ୍ସ…

କୁନୋ ଜାତୀୟ ଉଦ୍ୟାନରୁ କମୁଛି ଚିତା…

ଓଏଲ୍‌ ବ୍ୟୁରୋ: କମୁଛି କୁନୋ ଜାତୀୟ ଉଦ୍ୟାନରୁ ଚିତା ସଂଖ୍ୟା। ପୂର୍ବରୁ ୩ ଚିତାଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ୩ ଚିତା ଶାବକଙ୍କ ମୃତ୍ୟୁ ଖବରକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗତବର୍ଷ ଆଫ୍ରିକା ମହାଦେଶର ନାମିବିଆରୁ ଭାରତକଳୁ ଆସିଥିଲା ୮ ଚିତା। ହେଲେ ଧୀରେ ଗୋଟେ ପରେ ଗୋଟେ ଚିତାଙ୍କ…

ନୀତି ଆୟୋଗ ବୈଠକ: ଯୋଗଦେବେନି ଏହି ୬…

ଓଏଲ୍‌ ବ୍ୟୁରୋ: ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତୀକରଣ ଏବଂ ବିକାଶ ଭିତ୍ତିଭୂମି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା। ତେବେ ଏହି…

ରାତି ଅଧରେ ତାଣ୍ଡବ ରଚିଲା କାଳବୈଶାଖୀ;…

ଓଏଲ୍‌ ବ୍ୟୁରୋ: ଗତକାଲି ଅଧରାତିରେ କାଳବୈଶାଖୀ ଦେଖାଇଛି ତାର କରାଳ ରୂପ। ରାତି ଅଧରେ ମଚାଇଛି ତାଣ୍ଡବ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗଙ୍କୁ ବଜ୍ରପାତ ଲୋକଙ୍କ ନିଦ ହଜାଇ ଦେଇଥିଲା। କାଳବୈଶାଖୀ ପାଇଁ ରାତିରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁଁ ଲୋକେ…

ଆଜି ନୀତି ଆୟୋଗର ସାଧାରଣ ପରିଷଦ ବୈଠକ,…

ଓଏଲ୍‌ ବ୍ୟୁରୋ: ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତୀକରଣ ଏବଂ ବିକାଶ ଭିତ୍ତିଭୂମି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା। ଏହି…