Odisha Link
Bridging the Missing Links in Odisha
Daily Archives

July 22, 2023

ଓଡ଼ିଶା କଂଗ୍ରେସର ମାରାଥନ ବୈଠକ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ଥିବା ବେଳେ ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଶାସକ ବିଜୁ ଜନତା ଦଳ, ବିରୋଧୀ ଭାରତୀୟ ଜନତା ପାର୍ଟି ୨୦୨୪ ଫାଇଟ୍‌କୁ ନଜରରେ ରଖି ଗୋଟିଏ ପରେ ଗୋଟିଏ ମାରାଥନ ବୈଠକ କରିବାରେ ଲାଗି ପଡ଼ିଛନ୍ତି। ଏସବୁ ମଧ୍ୟରେ…

ଏଣିକି ସିବିଏସଇ ସ୍କୁଲରେ ଓଡ଼ିଆରେ ପଢ଼ାଯିବ…

ଓଏଲ୍‌ ବ୍ୟୁରୋ: ସିବିଏସଇ ସ୍କୁଲରେ ଓଡିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ା ଯିବ ପାଠ। ଏଣିକି ସିବିଏସଇ ସ୍କୁଲରେ ଓଡ଼ିଆ ଓ ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ।…

ଧର୍ମେନ୍ଦ୍ର କହିଲେ-ଭକ୍ତଙ୍କ ପାଇଁ ସବୁ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ଏସବୁ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀମନ୍ଦିର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ହାକିମାତି ନଦେଖାଉ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର…

ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଯୋଡ଼ି ହେଲା ଆଉ ଏକ ରେକର୍ଡ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବାସୁଙ୍କ ପଛରେ ପକାଇ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ଦେଶର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ। ୨୦୦୦ ମସିହା ମାର୍ଚ୍ଚ ୫…