Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ଝାରସୁଗୁଡ଼ା ସିଡିପିଓ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ଧରାପଡିଥିବା ସରକାରୀ କର୍ମଚାରୀ ଜଣକ ହେଲେ ଝାରସୁଗୁଡ଼ାର ଜଣେ ମହିଳା ସିଡିପିଓ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ ମହିଳା ସିଡିପିଓ ହେଲେ ସରୋଜିନୀ ଏକ୍କା। ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠି ଠାରୁ ୪୦ ହଜାର ଲାଞ୍ଚ ନେଉଥିଲେ। ଲାଞ୍ଚ ନେବା ଖବର ଜାଣି ଭିଜିଲାନ୍ସ ଚଢ଼ାଉ କରିଥିବା ଜଣା ପଡିଛି।

Leave A Reply

Your email address will not be published.