Odisha Link
Bridging the Missing Links in Odisha
Daily Archives

September 15, 2023

ମହଙ୍ଗା ପଡ଼ିଲା ବିପୁଳ ସମ୍ପତି, ଗିରଫ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ କର୍ମଚାରୀ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବ୍ୟକ୍ତି ଜଣକ ହେଉଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନା। ବିପୁଳ ସମ୍ପତି ଠାବ ହେବା ପରେ ଓଏଏସ୍ ଅଫିସର ସଂଗ୍ରାମ କେଶରୀ ଜେନା ଗିରଫ ହୋଇଛନ୍ତି।…

ଆଜିଠୁ ବାଘ ଗଣନା ପାଇଁ ପ୍ରଶିକ୍ଷଣ…

ଓଏଲ୍‌ ବ୍ୟୁରୋ: ଆଜିଠୁ ବାଘ ଗଣନା ପାଇଁ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଚନ୍ଦକା ଗୋଡ଼ିବାରିରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୧୦ ଯାଏଁ ଚାଲିବ। ୮ଟି ସର୍କଲର ଏସିଏଫ, ଡ଼ିଏଫଓଙ୍କ ସମେତ ବନ କର୍ମଚାରୀ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ୩୧…

ଆଉ ଦିନକ ପରେ ଆରମ୍ଭ ହେବ ବିଶ୍ୱକର୍ମା…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଅର୍ଥାତ୍ ସେପ୍ଟେମ୍ବର ୧୭ରୁ ଲାଗୁ ହେବ ପିଏମ୍ ବିଶ୍ୱକର୍ମା ଯୋଜନା। ଏନେଇ ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ବିଶ୍ୱକର୍ମା ଯୋଜନାକୁ ପହଞ୍ଚାଇବା ପାଇଁ ପ୍ରୟାସ…

ଆନ୍ଧ୍ର ସଡ଼କ ଦୁର୍ଘଟଣା: ମିଳିଲା ୪…

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ହୋଇଥିବା ଦୁର୍ଘଟଣାରେ ୪ ଓଡ଼ିଆଙ୍କ ପ୍ରାଣ ଯାଇଥିବା ସୂଚନା ରହିଛି। ଆମ୍ବୁଲାନ୍ସ ଲରି ସହ ଧକ୍କା ହେବା ପରେ ୪ ଜଣଙ୍କ ମୃତ୍ୟୁ…

ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍‌,…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ସ୍କ୍ରବ୍ ଟାଇଫସ୍‌କୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

ଆଜି ଭାରତ ବନାମ ବାଂଲାଦେଶ, ପ୍ରଥମେ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତ ଦମଦାର ବିଜୟ ହାସଲ କରିଥିଲା। ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ଏହା ପରେ ଶ୍ରୀଲଙ୍କା ସହ ଥିବା ମ୍ୟାଚରେ ବାଜି ମାରିଥିଲା ଭାରତ। ଯାହା ଦ୍ୱାରା ଫାଇନାଲ…

ଶ୍ରୀମନ୍ଦିରରେ ତୁଟିଲା ବିବାଦ, ୫ ଘଣ୍ଟା…

ଓଏଲ୍‌ ବ୍ୟୁରୋ: ବଡ଼ଦେଉଳରେ ନୀତିକାନ୍ତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା। ସେବା ନିବୃତ ଜଣେ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ବିବାଦ ଦେଖାଦେଇଥିଲା। ସେବା ନିବୃତ ସତ୍ତ୍ବେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜିତକୁ ଅନ୍ୟ ସେବାୟତ ବିରୋଧ କରିଥିଲେ। ଯାହାକୁ ନେଇ ଏବେ ମହାପ୍ରଭୁଙ୍କ…

ଆନ୍ଧ୍ରରେ ମର୍ମନ୍ତୁଦ ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ହୋଇଥିବା ଦୁର୍ଘଟଣାରେ ୪ ଓଡ଼ିଆଙ୍କ ପ୍ରାଣ ଯାଇଥିବା ସୂଚନା ରହିଛି। ଆମ୍ବୁଲାନ୍ସ ଲରି ସହ ଧକ୍କା ହେବା ପରେ ୪ ଜଣଙ୍କ ମୃତ୍ୟୁ…

ଲଘୁଚାପ ପ୍ରଭାବ: ସ୍ୱାଭାବିକ ତୁଳନାରେ ୬୦…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିଲା। ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ…

ବାଚସ୍ପତି ନିର୍ବାଚନ: କଂଗ୍ରେସ ପରେ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ ହେବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ବାଚସ୍ପତି ନିର୍ବାଚନକୁ ନେଇ କଂଗ୍ରେସ ବିରୋଧ ସ୍ୱର ଉତ୍ତୋଳନ କରିଥିବା ବେଳେ ବିଜେପି ମଧ୍ୟ ଏକ ପ୍ରକାର ଏଥିରେ ସାମିଲ ହେବା ସ୍ପଷ୍ଟ ହୋଇଛି। ପୂର୍ବରୁ ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବେ ବୋଲି ନରସିଂହ…