Odisha Link
Bridging the Missing Links in Odisha

ରାଜଧାନୀରେ ଶୁଭାରମ୍ଭ ହେବ ଇନଡୋର୍‌ ଷ୍ଟାଡିୟମ, କାର୍ଯ୍ୟର ସମୀକ୍ଷା କଲେ ସଚିବ ଭିନିଲ କ୍ରିଷ୍ଣା

ଓଏଲ୍‌ ବ୍ୟୁରୋ: ଟେବୁଲ ଟେନିସକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟସରକାର ଭିତିଭୂମିର ବିକାଶ କରିଛନ୍ତି। ତେବେ ରାଜଧାନୀ ଭୁବନେଶ୍ବରରେ ଓଡ଼ିଶା ଟେବୁଲ ଟେନିସ ଏକାଡେମୀର ଉଦଘାଟନ କରାଯିବ। ଉଦ୍ଘାଟନୀ ପୂର୍ବରୁ ଏହାର ସମୀକ୍ଷା କରିଛନ୍ତି ସଚିବ ଭିନିଲ କ୍ରିଷ୍ଣା। ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ଇନଡୋର୍‌ ଷ୍ଟାଡିୟମର ଉଦଘାଟନ କରିବେ। ଏହା ପୂର୍ବରୁ ସଚିବ ଭିନିଲ କ୍ରିଷ୍ଣା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.