Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓ କ୍ୟାମ୍ପ ସହ ବିପୁଳ ମାଓ ସାମଗ୍ରୀ ଠାବ

ଓଏଲ୍‌ ବ୍ୟୁରୋ: ମାଲକାନଗିରିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ଖବର ସାମ୍ନାକୁ ଆସିଛି। ମାଲକାନଗିରିରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସକ୍ରିୟ ରହିଛି। ତୁଳସୀ ପାହାଡ଼ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ପୁଣି ଜବତ ହୋଇଛି। କମ୍ବିଂ ଅପରେସନ ବେଳେ ମାଓ ସାମଗ୍ରୀ ଜବତ କରାଯାଇଥିବାବେଳେ ଛତିଶଗଡ଼ ସୀମାନ୍ତ ମାଥିଲି ଥାନା ତୁଳସୀ ଓ କିରିମିଟି ଜଙ୍ଗଲରୁ ଜବତ ହୋଇଛି।

Leave A Reply

Your email address will not be published.