Odisha Link
Bridging the Missing Links in Odisha

ବଢୁଛି ରେଳ ଦୁର୍ଘଟଣା; ତ୍ୱରିତ ଉଦ୍ଧାର ପାଇଁ ମକ୍‌ ଡ୍ରିଲ୍‌ ଜାରି

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଲଗାତାର ଭାବେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ତେବେ ରେଳ ଦୁର୍ଘଟଣା କିଛି କ୍ଷତି କରୁ ଅବା ନକରୁ ବରଂ ଏହି ଖବର ଭୟ ସୃଷ୍ଟି କରିଛି। ତେବେ ଏହି ଦୁର୍ଘଟଣା ଘଟିଲେ ଉଦ୍ଧାର କାମ କିଭଳି ତ୍ୱରିତ ହେବ ସେନେଇ ମକ୍‌ ଡ୍ରିଲ୍‌ କରାଯାଉଛି। ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ହୀରାକୁଦ ଷ୍ଟେସନରେ ମକ୍‌ ଡ୍ରିଲ୍‌ କରାଯାଇଛି। ଘଟଣାସ୍ଥଳରେ ଦୁର୍ଘଟଣା ଘଟିଲେ ଉଦ୍ଧାର କାମ କିଭଳି ତ୍ୱରିତ ହେବ ସେନେଇ ମକ୍‌ ଡ୍ରିଲ୍‌ କରାଯାଉଥିବାବେଳେ ମକ୍‌ ଡ୍ରିଲରେ ଆରପିଏଫ, ଉଦ୍ଧାରକାରୀ ଟିମ୍, ବୈଷୟିକ ଟିମ୍ ସାମିଲ୍ ଅଛନ୍ତି।

Leave A Reply

Your email address will not be published.