Odisha Link
Bridging the Missing Links in Odisha

ଆହୁରି ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା; ୩,୭୩୨ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆହୁରି ସୁଦୃଢ଼ ହେଉଛି ରାଜ୍ୟର ସ୍ୱାସ୍ଥ୍ୟସେବା। ଏହା ସହ ଲୋକେ ପାଇବେ ଉତ୍ତମ ସୁବିଧା। ବିଭିନ୍ନ ଡାକ୍ତରଖାନା ଓ ମେଡିକାଲ କଲେଜରେ ନିଯୁକ୍ତି ପାଇବାକୁ ଯାଉଛନ୍ତି ୩,୭୩୨ ଜଣ ନର୍ସିଂ ଅଫିସର। ୩,୭୩୨ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନ ୫ଟାରେ ୩,୭୩୨ ଜଣ ନର୍ସିଂ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବେ।

Leave A Reply

Your email address will not be published.