Odisha Link
Bridging the Missing Links in Odisha

ଦେବ୍ରିଗଡ଼ ଅଭୟାରଣ୍ୟରେ ହେବ ପକ୍ଷୀ ଗଣନା; ଜାନୁଆରୀ ୮ରୁ ଗଣା ହେବେ ବିଦେଶୀ ପକ୍ଷୀ

ଓଏଲ୍‌ ବ୍ୟୁରୋ: ଜାନୁଆରି ୮ରୁ ବିଦେଶୀ ପକ୍ଷୀ ଗଣନା ଆରମ୍ଭ ହେବ। ଦେବ୍ରିଗଡ଼ ଅଭୟାରଣ୍ୟରେ ପକ୍ଷୀ ଗଣନା କରାଯିବ। ଦେବ୍ରିଗଡ଼ ଓ ହୀରାକୁଦ ଜଳଭଣ୍ଡାରରେ ଗଣନା କରାଯିବ। ଏହି ପକ୍ଷୀ ଗଣନା ଗଣନା ଗୋଟିଏ ଦିନରେ ସରିବ। ଏଯାଏଁ ୬୦ରୁ ଊର୍ଦ୍ଧ୍ବ ପ୍ରଜାତିର ବିଦେଶୀ ପକ୍ଷୀ ଆସିଛନ୍ତି। ଗତବର୍ଷ ୧୦୮ ପ୍ରଜାତିର ୩ ଲକ୍ଷରୁ ଅଧିକ ପକ୍ଷୀ ଆସିଥିଲେ। ତେବେ ଏଥର ସମୁଦାୟ ବିଦେଶରୁ କେତେ ପକ୍ଷୀ ଦେବ୍ରିଗଡ଼ ଅଭୟାରଣ୍ୟରେ ରହିଛନ୍ତି ଏନେଇ ପକ୍ଷୀ ଗଣନା କରାଯିବ।

Leave A Reply

Your email address will not be published.