ଲ୍ୟାଣ୍ଡଫଲ୍ କଲା ‘ମିଗ୍ଜାଉଁ’, ୬ ତାରିଖ…
ଓଏଲ୍ ବ୍ୟୁରୋ: ତାଣ୍ଡବ ରଚିଛି ବାତ୍ୟା ‘ମିଗ୍ଜାଉଁ’। ଭୀଷଣ ବାତ୍ୟା ‘ମିଗ୍ଜାଉଁ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଲ୍ୟାଣ୍ଡଫଲ୍ ସ୍ଥଳରେ ପବନ ବେଗ ୯୦ରୁ ୧୧୦ କିମି ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ୩…