Odisha Link
Bridging the Missing Links in Odisha

ଥରୁଛି ଓଡ଼ିଶା; ବଢ଼ିଲା ଶୀତର ପ୍ରକୋପ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ବାତ୍ୟା ‘ମିଗ୍‌ଜାଉଁ’ ପ୍ରଭାବରେ ଟ୍ୱିନ୍ ସିଟିରେ ବର୍ଷା ଲାଗିରହିଥିଲା। ଓଡ଼ିଶାରେ ବାତ୍ୟାର ପ୍ରଭାବରେ କିଛି ସ୍ଥାନରେ ପରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲା। ବର୍ଷା ପରେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି। ଏହା ସହ ଶୀତର ପରିମାଣ ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.