Odisha Link
Bridging the Missing Links in Odisha
Daily Archives

December 14, 2023

ଆସନ୍ତାକାଲି ବିଜେଡିର ପରିବର୍ଦ୍ଧିତ…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ରଣନୀତି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ଏହି ରାଜନୈତିକ ଅଙ୍କକଷା ମଧ୍ୟରେରେ ବିଜୁ…

ବିଜେଡି କେବେ ବି ଦୁର୍ନୀତିକୁ ପ୍ରଶ୍ରୟ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ଵାଚନ। ଏହାରି ମଧ୍ୟରେ ଅନେକ ଘଟଣା ସାମ୍ନାକୁ ଆସୁଛି। ସବୁଠୁ ଅଧିକ ଚର୍ଚାର ବିଷୟ ପାଲଟିଛି କଂଗ୍ରେସ ନେତା ଧୀରଜ ସାହୁଙ୍କ ଟଙ୍କା ଜବତ ଘଟଣା। ଏହି ଘଟଣାରେ ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ଯଦି ଅନିୟମିତତା,…

ଏବେବି ରହସ୍ୟ ଘେରରେ ନବ ଦାସ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଆଜି ଝାରସୁଗୁଡା ଏଡିଜେ କୋର୍ଟରେ ପ୍ରତ୍ୟକ୍ଷଦର୍ଶୀ ଚନ୍ଦନ ସିଂ ସାକ୍ଷୀ ଦେଲେ। ଜାନୁଆରୀ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ…

ଗୃହରେ ହଟ୍ଟଗୋଳ: ଗୋଟିଏ ଦିନରେ ୧୫ ଜଣ…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଥିଲେ ଅଜ୍ଞାତ ବ୍ୟକ୍ତି। ଏହି ଘଟଣାକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଗତକାଲିର ଘଟଣାକୁ ନେଇ ଗୃହ ମଧ୍ୟରେ ନାରାବାଜି ହୋଇଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ…

ପୁଲିସ-ମାଓବାଦୀ ମୁହାଁମୁହିଁ: ସର୍ଚ୍ଚ…

ଓଏଲ୍‌ ବ୍ୟୁରୋ: ବୋୖଦ୍ଧରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଚାଲିଛି। ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ଗୁଳି ବିନିମୟ ହେଉଛି। ସର୍ଚ୍ଚ ଅପରେସନ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ। ଘଣ୍ଟାଏ ହେବ ଚାଲିଛି ଗୁଳି ବିନିମୟ ଚାଲିଥିବାବେଳେ କେହି ମୃତାହତ ହୋଇନାହାନ୍ତି। ଅନ୍ୟପଟେ, ଫୁଲବାଣୀରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଭିଜିଲାନ୍ସ ପଞ୍ଝାରେ ସେକ୍ସନ ଅଫିସର୍। ୮ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର୍। ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱର କ୍ଷୁଦ୍ର ଜଳସେଚନ ଅଫିସର ଏସ୍ଓ ଶୁଭ୍ରକାନ୍ତ ସ୍ୱାଇଁ। କଣ୍ଟ୍ରାକ୍ଟର ଲାଇସେନ୍ସ…

ଡିଜିପିଙ୍କ ମାଓ ସମୀକ୍ଷା ବୈଠକ:…

ଓଏଲ୍‌ ବ୍ୟୁରୋ: ଫୁଲବାଣୀରେ ୨ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଡିଜିପିଙ୍କ ମାଓ ସମୀକ୍ଷା ବୈଠକ ବେଳେ ଆତ୍ମସମର୍ପଣ କରିଥିବା ଜଣା ପଡିଛି। ଛତିଶଗଡ଼ର ରଞ୍ଜିତ ନାଇତମ୍‌ ଓ ଓଙ୍ଗା ପୋୟମ୍‌ ଆତ୍ମସମର୍ପଣ କରିଛନ୍ତି। ୨୦୧୭ରୁ KKBN ମାଓ ସଂଗଠରେ ଉଭୟ ସାମିଲ ଥିଲେ। ଅନ୍ୟପଟେ, ବୌଧରେ ପୁଲିସ…

ସମ୍ବଲପୁର ବୋରଓ୍ବେଲ ଟ୍ରାଜେଡି: ଜଟିଳ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ରାଲିପାଲିର ବୋରଓ୍ବେଲରେ ଭିତରୁ ଜୀବନ୍ତ ନବଜାତ ଶିଶୁ ଉଦ୍ଧାର ହୋଇଥିଲା। ସମ୍ବଲପୁର ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଛି। ଶାରୀରିକ ଆଘାତ ଓ ସଂକ୍ରମଣ ଯୋଗୁଁ ଅବସ୍ଥା ଗୁରୁତର ରହିଛି। ଆଇସିୟୁରେ ଚିକିତ୍ସାଧୀନ, ସାମାନ୍ୟ ରକ୍ତସ୍ରାବ…

କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗର…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଶୀତ। ଏହି ସମୟରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଅଣ୍ଡାଦାନ କରିଥାନ୍ତି। ତେବେ ଏହି ସମୟରେ କଇଁଛଙ୍କ ଅଣ୍ଡାଦାନ ସମୟ। ଏହି ସମୟରେ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ। ଡିଆର୍‌ଡିଓ କଲାମ ଦ୍ୱୀପରୁ କ୍ଷେପଣାସ୍ତ୍ର ପରୀକ୍ଷଣବନ୍ଦ ରହିବ। ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା…

କୋରାପୁଟ ଜିଲ୍ଲାରେ ନୂଆ ଅଧ୍ୟାୟ;…

ଓଏଲ୍‌ ବ୍ୟୁରୋ: ଆଜି ମାର୍ଗଶୀର ମାସ ତୃତୀୟ ଗୁରୁବାର। ଘରେ ଘରେ ମା ଲକ୍ଷ୍ମୀଙ୍କ ଆବାହନକୁ ନେଇ ଚଳଚଂଚଳ ପୁରପଲ୍ଲୀ। ତେବେ ଏହି ଅବସରରେ କୋରାପୁଟରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରାଯାଇଛି। ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କୋରାପୁଟରେ ଲକ୍ଷ୍ମୀ ବସ୍‌ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ…