Odisha Link
Bridging the Missing Links in Odisha

ନୂଆ ବର୍ଷ ଆରମ୍ଭରୁ କଡ଼ା ନିୟମ; ନୂଆ ଗାଡ଼ିରେ ଲାଗିବ ଭିଏଲଟିଡି

ଓଏଲ୍‌ ବ୍ୟୁରୋ: ନୂଆ ବର୍ଷ ଆରମ୍ଭରୁ କଡ଼ା ନିୟମ। ଜାନୁଆରୀ ପହିଲାରୁ ନୂଆ ଗାଡ଼ିରେ ଲାଗିବ ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌। ୨୦୨୪ ଜୁନ୍ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ ଲାଗିବ। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।