Odisha Link
Bridging the Missing Links in Odisha

ଆଜି ଝାରସୁଗୁଡ଼ାରେ ନୂଆ ଓଡ଼ିଶା ଫେଷ୍ଟ, ଉଦଘାଟନ କରିବେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଝାରସୁଗୁଡ଼ାରେ ନୂଆ ଓଡ଼ିଶା ଫେଷ୍ଟ ଆରମ୍ଭ ହେବାକୁ ଯାଉଛି। ଏନେଇ ଅମଲିପାଲି ପଡ଼ିଆରେ ବ୍ୟାପକ ଆୟୋଜନ କରାଯାଇଛି। ଝାରସୁଗୁଡ଼ାରେ ନୂଆ ଓଡ଼ିଶା ଫେଷ୍ଟକୁ ଉଦଘାଟନ କରିବେ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଲେଜରୁ ୧୦ ହଜାର ଛାତ୍ରଛାତ୍ରୀ ଯୋଗଦେବେ। ଉତ୍ସବରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ସାମିଲ ହୋଇଛନ୍ତି।

Leave A Reply

Your email address will not be published.