Odisha Link
Bridging the Missing Links in Odisha

ଶିମିଳିପାଳରେ ୨ ମହାବଳ ବାଘ ମଧ୍ୟରେ ଲଢ଼େଇ; ସୂଚନା ଦେଲେ ଅଭୟାରଣ୍ୟ କର୍ତ୍ତୃପକ୍ଷ

ଓଏଲ୍‌ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ୨ ମହାବଳ ବାଘ ମଧ୍ୟରେ ଫାଇଟିଂ ହୋଇଥିବା ଖବର ସାମ୍ନାକୁ ଆସିଛି। ଶିମିଳିପାଳ ଅଭୟାରଣ୍ୟରେ ୨ ମହାବଳ ବାଘ ମଧ୍ୟରେ ଲଢ଼େଇରେ ଜିତିଥିବା ବାଘର ଫଟୋ ପୋଷ୍ଟ କଲେ ଅଭୟାରଣ୍ୟ କର୍ତ୍ତୃପକ୍ଷ। ଅଞ୍ଚଳ ଦଖଲ ପାଇଁ ୨ ବାଘ ପରସ୍ପର ମଧ୍ୟରେ ଲଢ଼େଇ କରିଥିଲେ। ଲଢ଼େଇରେ ଜିତିଥିବା ବାଘର ଫଟୋ ପୋଷ୍ଟ କରିବା ସହ ଲଢ଼େଇରେ ଜିତିଥିବା ବାଘ ମଥାରେ କଳା ଚିହ୍ନ ଥିବା କହିଲେ କର୍ତ୍ତୃପକ୍ଷ।

Leave A Reply

Your email address will not be published.