Odisha Link
Bridging the Missing Links in Odisha

କମୁଛି ଶୀତର ପ୍ରକୋପ: ଏବେବି ଥରୁଛି ରାଜ୍ୟର ୪ ସହର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମିଛି ଶୀତ। ହେଲେ କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ ଏବେବି କିଛି ଅଂଚଳରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୪ ସହର ରହିଛି। ୭.୧ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର। ସିମିଳିଗୁଡା ୮.୩, ଉଦୟଗିରି ୯, ଦାରିଙ୍ଗବାଡି ୯.୫ ଡିଗ୍ରୀ, କଟକ ୧୬.୨ ଓ ଭୁବନେଶ୍ବର ୧୭ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.