Odisha Link
Bridging the Missing Links in Odisha
Daily Archives

December 30, 2023

ନୂଆବର୍ଷରୁ ଅରୁଣ ଷଡ଼ଙ୍ଗୀ ପୁଲିସ ଡିଜି,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପୁଲିସ ଡିଜି ସୁନୀଲ ବଂଶଲଙ୍କର ସରବୁ କାର୍ଯ୍ୟକାଳ। ତାଙ୍କ ସ୍ଥାନରେ ସରକାର କାହାକୁ ନିଯୁକ୍ତ କରିନାହାନ୍ତି। ତାବଦଳରେ ଅରୁଣ ଷଡଙ୍ଗୀଙ୍କୁ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକର। ନୂଆ ଡିଜିପି ନିଯୁକ୍ତ ହେବା ଯାଏ ସେ ଏହି ପଦର ଦାୟିତ୍ୱରେ…

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲା ନୂଆ ନିର୍ଦ୍ଦେଶକ। ଡକ୍ଟର ମନୋରମା ମହାନ୍ତି ହେଲେ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ। ଗୁଜରାଟ ଅହମ୍ମଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମନୋରମା ମହାନ୍ତିଙ୍କୁ ପଦୋନ୍ନତି ସହ ଏହି ନୂଆ ନିଯୁକ୍ତି ମିଳିଛି।…

ଆଜି ସନ୍ଧ୍ୟାରେ ବର୍ଷର ଶେଷ କ୍ୟାବିନେଟ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ସରିବ ୨୦୨୩ ବର୍ଷ, ଆରମ୍ଭ ହେବ ୨୦୨୪। ଏହାପୂର୍ବରୁ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ ଆଜି ବସିବ। ଆଜି ସନ୍ଧ୍ୟାରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଆଉ ଦିନକ ପରେ ନୂଆବର୍ଷ ତା…

କୋଟିଆରେ ବଢ଼ୁଛି ମ୍ୟାଲେରିଆ; ୧୦ ଶିଶୁ…

ଓଏଲ୍‌ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ପରେ ଏବେ କୋରାପୁଟ ଜିଲ୍ଲାରେ ବିସ୍ତାର କରୁଛି ମ୍ୟାଲେରିଆ। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ କୋଟିଆ ଗ୍ରାମପୁଞ୍ଜରେ କାୟା ବିସ୍ତାର କରିବାରେ ଲାଗିଛି ମ୍ୟାଲେରିଆ। ଦିନକରେ ୧୦ ଜଣଙ୍କ ମ୍ୟାଲେରିଆ ରିପୋର୍ଟ ପଜିଟିଭ୍‌ ଆସିଛି। ସବୁଠୁ ବଡ଼କଥା ହେଲା ଆକ୍ରାନ୍ତ…

ପଦ୍ମପୁରକୁ ମିଳିଲା ପ୍ରଥମ ଏଡିଏମ୍

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ପଦ୍ମପୁରବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। କାରଣ ଜିଲ୍ଲା ସ୍ବପ୍ନ ସାକାର ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରରେ ପ୍ରଥମ ଏଡିଏମ୍‌ଙ୍କୁ ନିଯୁକ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ପଦବୀକୁ ଅନୁମୋଦନ କରିଛନ୍ତି ରାଇଜ ମୁଖିଆ। ୨୦୨୦ ବ୍ୟାଚ୍‌ର…

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ…

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। କିଭଳି ସୁରୁଖରୁରେ ରାଜ୍ୟରେ ନିର୍ବାଚନ ହେବ ସେଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିଛନ୍ତି। ତାଙ୍କ କାର୍ଯ୍ୟକାଳ ବୃଦ୍ଧି…