Odisha Link
Bridging the Missing Links in Odisha

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ

ଓଏଲ୍‌ ବ୍ୟୁରୋ: ଜାପାନରେ ଭୂମିକମ୍ପ ଝଟ୍‌କା। ଭୂମିକମ୍ପରେ ଦୋହଲି ଗଲା ଜାପାନର ପଶ୍ଚିମ ଉପକୂଳ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ଆଲର୍ଟ କରାଯାଇଛି। ୫ ମିଟର ଯାଏ ସମୁଦ୍ର ପାଣି ଉଠିବା ନେଇ ଆଲର୍ଟ ହୋଇଛି। ଉଚ୍ଚ ସ୍ଥାନକୁ ପଳାଇଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.