Odisha Link
Bridging the Missing Links in Odisha
Daily Archives

January 2, 2024

ଫେବ୍ରୁଆରୀ ୩ରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡ଼ିଆ ଭାଷା ସମ୍ମିଳନୀ। ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ପୌଷମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ…

କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ତୁଣ୍ଡରେ…

ଓଏଲ୍‌ ବ୍ୟୁରୋ: ଆଜି ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ। ଏହି ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓଡ଼ିଶା ଆସିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ମେଘୱାଲ ମନ୍ତବ୍ୟ ରଖିଛନ୍ତି। ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ…

ଜାପାନ ଏୟାରଲାଇନ୍ସ ବିମାନରେ…

ଓଏଲ୍‌ ବ୍ୟୁରୋ: ବିମାନରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଜାପାନ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ ହୋଇଛି। ହନିଡ଼ା ଏୟାରପୋର୍ଟରୁ ଉଡ଼ାଣ ବେଳେ ନିଆଁ ଲାଗିଲା। ବିମାନରେ ୩୭୯ ଜଣ ପାସେଞ୍ଜର ଥିବା ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କ ସହ କ୍ରିଉ ମେମ୍ବର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।…

କୁଳଡିହା ଅଭୟାରଣ୍ୟରେ କମୁଛି ହାତୀ…

ଓଏଲ୍‌ ବ୍ୟୁରୋ: ପୁଣି କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମଙ୍ଗଳପୁର ବିଟ୍ ହାତୀଖୁଲିଆ ସେକ୍ସନ ପାହାଡ଼ ଉପରେ ହାତୀର ମୃତ୍ୟୁ ହୋଇଛି। ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଲେ ବାଲେଶ୍ଵର ଡିଏଫ୍‌ଓ। କାଲି ଶବ ବ୍ୟବଚ୍ଛେଦ ହେବା ପରେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ…

ଜାପାନରେ ବଡ଼ ଧରଣର ଭୂକମ୍ପ: ୩୦ ଟପିଲା…

ଓଏଲ୍‌ ବ୍ୟୁରୋ: ନୂଆବର୍ଷ ଆରମ୍ଭରୁ ଜାପାନରେ ବଡ଼ ଧରଣର ଭୂମିକମ୍ପ ହୋଇଛି। ବାରମ୍ବାର ଭୁମିକମ୍ପ ହେବା ପରେ ଜାପାନାରେ ବର୍ତ୍ତମାନ ସୁନାମୀ ଆସିଛି। ଜାପାନରେ ବଡ଼ ଧରଣର ଭୂକମ୍ପରେ ୩୦ ଟପିଲା ମୃତ୍ୟୁ ସଂଖ୍ୟା। ୧୫୫ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଏହି ଭୂକମ୍ପରେ ଲୋକେ ଭୟଭିତ…

ଜାତୀୟ ସଡକ ସୁରକ୍ଷା ସପ୍ତାହ:…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହି ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ପୁଲିସ ତରଫରୁ ମହିଳା ବାଇକ୍ ରାଲି ଆରମ୍ଭ ହୋଇଛି। ଜାତୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ କମିଶନରେଟ୍ ପୁଲିସ ତରଫରୁ ଆରମ୍ଭ ହୋଇଛି ମହିଳା…

ଆଜି ମହତାବଙ୍କ ୧୨୫ତମ ଜୟନ୍ତୀ; ଜାରି ହେବ…

ଓଏଲ୍‌ ବ୍ୟୁରୋ: ଆଜି ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ। ଏହି ଅବସରରେ ସ୍ୱତନ୍ତ୍ର କଏନ ଜାରି ହେବ। କେନ୍ଦ୍ର ସଂସ୍କୃତି ବିଭାଗ ଦେଇଥିବା ପ୍ରସ୍ତାବକୁ ଅର୍ଥ ମନ୍ତ୍ରାଳୟର ଅନୁମୋଦନ କରିଛି। ୧୦୦ ଟଙ୍କିଆ କଏନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ସୂଚନା ଦେଇଛନ୍ତି। ହରେକୃଷ୍ଣ ମହତାବଙ୍କ…

ରେଙ୍ଗାଲି ବୋର୍‌ୱେଲରୁ ଶିଶୁ ଉଦ୍ଧାର…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଉଦ୍ଧାର ଶିଶୁକନ୍ୟାର ମାଆଙ୍କ ପରିଚୟ ମିଳିଥିବା ଏସ୍‌ପି ସୂଚନା ଦେଇଛନ୍ତି। ମହିଳା ସ୍ଥାନୀୟ ଅଞ୍ଚଳର, ମାନସିକ ଅବସ୍ଥା ଠିକ୍ ନଥିବା ଏସ୍‌ପି ସୂଚନା ଦେଇଛନ୍ତି। ମହିଳା ଜଣଙ୍କ…

ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା…

ଓଏଲ୍‌ ବ୍ୟୁରୋ: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଖବର ଚହଳ ସୃଷ୍ଟି କରିଥିଲା। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଥିଲା। ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ସିବିଆଇ ତଦନ୍ତ ଦାବି ସଂପର୍କରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା…