Odisha Link
Bridging the Missing Links in Odisha
Daily Archives

January 12, 2024

ପୁଲିସ ଏସ୍ଆଇ ଚୟନ ଅନିୟମିତତା ମାମଲା:…

ଓଏଲ୍‌ ବ୍ୟୁରୋ: ପୁଲିସ ଏସ୍ଆଇ ଚୟନ ଅନିୟମିତତା ମାମଲା ସାମ୍ନାକୁ ଆସିଛି। ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ପ୍ରଶ୍ନପତ୍ର ଜନିତ ତ୍ରୁଟିକୁ ନେଇ ଦାୟର ମାମଲାରେ ନୋଟିସ୍ କରାଯାଇଛି। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି…

ମକର ମେଳା ପାଇଁ କଟକଣା ଜାରି: ବଡ଼ମ୍ବା…

ଓଏଲ୍‌ ବ୍ୟୁରୋ: ସିଂହନାଥ ପୀଠରେ ଧୂମଧାମରେ ପାଳନ ହୁଏ ମକର ମେଳା। ଏହି ମେଳା ପାଇଁ ଅନେକ ଶ୍ରଦ୍ଧାଳୁ ପୀଠକୁ ଚାଲି ଚାଲି ଆସିଥାନ୍ତି। ତେବେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ କଟକଣା ଲଗାଇଲା ପ୍ରଶାସନ। ୨ ଦିନ ପାଇଁ ବଡ଼ମ୍ବା ଟି-ବ୍ରିଜରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି। ୧୫ ତାରିଖ ସକାଳ ୬ରୁ ୧୭…

କଳାହାଣ୍ଡିରେ ‘ନୂଆ-ଓ’…

ଓଏଲ୍‌ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ। ନୂଆବର୍ଷର ଅଭିନନ୍ଦନ ଦେବା ସହ ଛାତ୍ରଛାତ୍ରୀଙ୍କୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ…

ରହସ୍ୟ ଘେରରେ ସିମୁଳିଆ ବିଡିଓଙ୍କ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଶୋକାକୂଳ ପରିବେଶ ଭିତରେ ବାରିପଦା ସିମୁଳିଆ ବିଡିଓଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ଅଚାନକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୁଲିସ ଏହି ଘଟଣାର ଛାନବିନ୍ ଜାରି ରଖିଛି। ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ବିଡିଓ କାର୍ଯ୍ୟାଳୟ ପରିସରରେ…

ପରିକ୍ରମା ଲୋକାର୍ପଣ ପାଇଁ ସୁରକ୍ଷା…

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ଆଉ ସୁରକ୍ଷା ଦୃଷ୍ଟିରୁ ୧୪ତାରିଖରୁ ସମ୍ପୂର୍ଣ୍ଣ ଅଂଚଳକୁ ପୁରୀ ପୁଲିସ ନିଜ ନିୟନ୍ତ୍ରଣକୁ ନେବ। ମୁଖ୍ୟ ସଚିବ ପ୍ରଦୀପ…

ଆଜି ଜାତୀୟ ଯୁବ ଦିବସ; ମନେପଡ଼ନ୍ତି ବିଶ୍ୱ…

ଓଏଲ୍‌ ବ୍ୟୁରୋ: ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦ ଯିଏକି ଯୁବ ଶକ୍ତିର ପ୍ରତୀକ। ବିଶ୍ୱ ଦରବାରରେ ଆଜି ବି ଯାହାର ଗୁଣ ଗାନ ହୋଇଥାଏ। ବିଶେଷ ଦାର୍ଶନିକ ତଥା ଅନେକ ଜ୍ଞାନର ଅଧିକାରୀ ସ୍ୱାମୀ ବିବେକାନନ୍ଦ। ଭାରତର ଆଧ୍ୟାତ୍ମିକ ଜାଗରଣର ଗୁରୁ ଭାବେ ବେଶ ପରିଚିତ ସ୍ୱାମୀ ବିବେକାନନ୍ଦ। ୧୮୬୩ ମସିହା…

ଆଜିଠୁ ଆରମ୍ଭ ହେବ ‘କୃଷି ଓଡ଼ିଶା-୨୦୨୪’:…

ଓଏଲ୍‌ ବ୍ୟୁରୋ: କୃଷିକ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉପାୟରେ ପ୍ରାଧାନ୍ୟ ଦେଇଛନ୍ତି। ତେବେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା-୨୦୨୪’। ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାବେଶକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ୫…

ଭିଜିଲାନ୍ସ ପଞ୍ଝାରେ ଟ୍ରାଫିକ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଟ୍ରାଫିକ ଇନ୍ସପେକ୍ଟର। ଭିଜିଲାନ୍ସ ପଞ୍ଝାରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାଳଚେର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରା। ବେଆଇନ ନଗଦ ଟଙ୍କା ରଖିଥିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ଜିତେନ୍ଦ୍ରଙ୍କ ପାଖରୁ ନଗଦ ୨୪ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ସହ…

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର…

ଓଏଲ୍‌ ବ୍ୟୁରୋ: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର 'ଆକାଶ ଏନଜି'ର ପରୀକ୍ଷଣ ଶେଷ ହୋଇଛି। ଆଇଟିଆର୍‌ ପକ୍ଷରୁ ଦିନ ୧୧ଟା ୧୦ ମିନିଟରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଆକାଶ ଏନଜି'ର ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲୋମିଟର ରହିଛି। ସୂଚନା ଅନୁସାରେ, ପୂର୍ବରୁ ଡିସେମ୍ବର ୭ରେ ଓଡ଼ିଶା…

ହୀରାକୁଦରେ ପକ୍ଷୀ ଗଣନା ଶେଷ; ଚଳିତବର୍ଷ…

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମରେ ଚଳିତବର୍ଷର ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ହୀରାକୁଦ ଡ୍ୟାମ୍‌କୁ ଆସିଛନ୍ତି ୨୦ଟି ନୂଆ ପ୍ରଜାତିର ପକ୍ଷୀ। ଏ ବର୍ଷ ହୀରାକୁଦକୁ ଆସିଛନ୍ତି ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ। ଗତବର୍ଷ ହୀରାକୁଦକୁ ଆସିଥିଲେ ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ। ସୋମବାର ଠାରୁ ହୀରାକୁଦରେ…