Odisha Link
Bridging the Missing Links in Odisha

ଭାରତ ରପ୍ତାନି କରିବ ବ୍ରହ୍ମୋସ କ୍ରୁଜ ମିସାଇଲ

ଓଏଲ୍‌ ବ୍ୟୁରୋ: ବ୍ରହ୍ମୋସ ପାଇଁ ପ୍ରଥମେ ଗ୍ରାଉଣ୍ଡ ସିଷ୍ଟମ ରପ୍ତାନି ହେବ। ୧୦ଦିନରେ ରପ୍ତାନି ନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରହ୍ମୋସ ଭାରତ ନିର୍ମିତ ସୁପରସୋନିକ କ୍ରୁଜ ମିସାଇଲ। ଗ୍ରାଉଣ୍ଡ ସିଷ୍ଟମ ପରେ ମାର୍ଚ୍ଚ ସୁଦ୍ଧା ପଠାଯିବ ମିସାଇଲ। ୩୦୭ ଏଟିଏଜିଏସ ବନ୍ଧୁକ ମଧ୍ୟ ରପ୍ତାନି ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.