Odisha Link
Bridging the Missing Links in Odisha

ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ୩ ମୃତ

ଓଏଲ୍‌ ବ୍ୟୁରୋ: ଆଜି ୫୯ନଂ ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ପିକଅପ୍‌ ଭ୍ୟାନକୁ ମୁହାଁମୁହିଁ ଧକ୍କା ଦେଲା ବସ୍‌। ଯାହା ଦ୍ଵାରା ୩ ଜଣଙ୍କ ମୃତ୍ୟୁ ହୋଇଛି। ବସ୍‌ ଧକ୍କାରେ ପିକଅପ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାରେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.