Odisha Link
Bridging the Missing Links in Odisha

ଚାଞ୍ଚଲ୍ୟକର ଘଟଣା: ମେମୁ ଟ୍ରେନରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା-କେନ୍ଦୁଝର ମେମୁ ଟ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଛି। ଖୋର୍ଦ୍ଧା-କେନ୍ଦୁଝର ମେମୁ ଟ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବ ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟମକା ଷ୍ଟେସନ ନିକଟରେ ଟ୍ରେନ ଭିତରୁ ମୃତଦେହ ମିଳିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତଦେହକୁ ହରିଚନ୍ଦନପୁର ମେଡିକାଲରେ ରଖାଯାଇଥିବାବେଳେ ଏଯାଏଁ ମୃତଦେହର କୌଣସି ପରିଚୟ ମିଳିନାହିଁ।

ସୂଚନା ଅନୁସାରେ, ଗତ ନଭେମ୍ବର ମାସରେ କୋରାପୁଟ ରେଳ ଧାରଣା ନିକଟକୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ରେଳ ଷ୍ଟେସନ ନିକଟରେ ଟ୍ରାକ୍‌ରେ ୨ ଯୁବକଙ୍କ ମୃତଦେହ ପଡ଼ିରହିଥିଲା। ଉଭୟଙ୍କ ପରିଚୟ ମିଳିନଥିବାବେଳେ ଘଟଣାସ୍ଥଳରେ ଜିଆର୍‌ପି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

Leave A Reply

Your email address will not be published.