Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଲେକ୍ଟ୍ରୋରାଲ ବଣ୍ଡ ଅସାମ୍ବିଧାନିକ

ଓଏଲ୍ ବ୍ୟୁରୋ: ନିର୍ବାଚନୀ ବଣ୍ଡର ଆଇନଗତ ବୈଧତା ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତି ଅନୁସାରେ, ନିର୍ବାଚନୀ ବଣ୍ଡ୍ ଆକାରରେ ଗ୍ରହଣ କରିହେବନି ପାଣ୍ଠି। ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ। ନିର୍ବାଚନୀ ବଣ୍ଡକୁ ବନ୍ଦ କରିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନୀ ବଣ୍ଡରେ ଦାତାଙ୍କ ପରିଚୟ ଗୁପ୍ତ ରହୁଥିଲା। ଯାହାକୁ ନେଇ ଏବେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.