Odisha Link
Bridging the Missing Links in Odisha
Daily Archives

February 15, 2024

ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ…

ଓଏଲ୍‌ ବ୍ୟୁରୋ: ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା ସହିତ ଅଙ୍ଗଦାନ…

ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଶ୍ରୀକ୍ଷେତ୍ରରୁ ରାମ ନଗରୀ ଅଯୋଧ୍ୟାକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍। ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହି ଟ୍ରେନ୍‌ ଶୁଭାରମ୍ଭ ହେବ। ଏହାଛଡ଼ା ବହୁ ପ୍ରତିକ୍ଷୀତ ପୁରୀ-କୋଣାର୍କ ମଧ୍ୟରେ ଶୀଘ୍ର ଟ୍ରେନ୍‌ ଚଳାଚଳ କରିବ। ଆଜି ଏନେଇ ସୂଚନା ଦେଇଛନ୍ତି…

ଫେବ୍ରୁଆରୀ ୧୬ ଭାରତ ବନ୍ଦ; କୃଷକ…

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ଉଗ୍ରରୂପ ନେଉଛି କୃଷକ ଆନ୍ଦୋଳନ। ଏସବୁ ମଧ୍ୟରେ ଫେବ୍ରୁଆରୀ ୧୬ ତାରିଖରେ ଅର୍ଥାତ୍‌ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ଦେଶର, ରାଜ୍ୟର ବିଭିନ୍ନ କୃଷକ ସଙ୍ଗଠନ। କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି…

କଟିଲା ୭ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ୍,…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୭ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ରାଜ୍ୟଠୁ ଆରମ୍ଭ କରି ଜାତୀୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ୫୬ଟି ରାଜ୍ୟସଭା ଆସନ ପାଇଁ ବିଜେପି ୨୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଉ ସବୁଠୁ ବଡ଼କଥା ହେଲା ରାଜ୍ୟସଭା ସାଂସଦ ଥିବା ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ…

କପି ରୋକିବାକୁ ଅଭିନବ ପ୍ରୟାସ: ଏଥର ଏଆଇ…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରୁ ଆରମ୍ଭ ମାର୍ଚ୍ଚ ୪ରେ ଶେଷ ହେବ। ତେବେ ଏଥର ମାଟ୍ରିକ ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ତା କରାଯାଇଛି। ଚଳିତବର୍ଷ ପରିକ୍ଷାରେ କପି ରୋକିବାକୁ ଅଭିନବ ପ୍ରୟାସ କରାଯିବ। ଏଆଇ ଜଗିବ ୧୦ମ ବୋର୍ଡ ପରୀକ୍ଷା। ଏନେଇ ଗଂଜାମ…

ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ:…

ଓଏଲ୍ ବ୍ୟୁରୋ: ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହୋଇଛି। ଲୋକାର୍ପିତ ହୋଇଛି ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ। ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଭୁବନେଶ୍ବର ଇନଫୋଭ୍ୟାଲି-୨ରେ ରାଜ୍ୟ ସରକାର…

ଆସନ୍ତା ୧୮ରୁ ଖଣ୍ଡଗିରି ଯାତ୍ରା; ବିଏମସି…

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା। ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ ଖଣ୍ଡଗିରି ମେଳାରେ। ଏହି ମେଳା ପାଇଁ ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚି ସାରିଛନ୍ତି। କଟକଣାମୁକ୍ତ ମେଳାର ଆୟୋଜନ ହେଉଥିବାରୁ…

ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଆରଟିଓ; ଠାବ…

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ଜାରି ହୋଇଛି। ବୌଦ୍ଧ, ଗଞ୍ଜାମ ଓ ଭୁବନେଶ୍ବରରେ ଚାଲିଛି ଭିଜିଲାନ୍ସ ରେଡ୍। ଏକକାଳୀନ ୧୦ଟି…

ସିଦ୍ଧମହାବୀର ରେଳ ଓଭରବ୍ରିଜର…

ଓଏଲ୍‌ ବ୍ୟୁରୋ: ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ ହୋଇଛି। ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ବ୍ୟକ୍ତିଗତ କାରଣ ପାଇଁ ତାଙ୍କ ପୁରୀ ଗସ୍ତ ବାତିଲ ହେବା ପରେ ଭର୍ଚୁଆଲରେ ଯୋଡି…

ଓଡ଼ିଶା ପୁଲିସ ବାଟାଲିୟନ କମାଣ୍ଡାଣ୍ଟ…

ଓଏଲ୍ ବ୍ୟୁରୋ: ଓଡ଼ିଶା ପୁଲିସ ବାଟାଲିୟନ କମାଣ୍ଡାଣ୍ଟ ପଦୋନ୍ନତି ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ହାଇକୋର୍ଟରେ ମାମଲା ହୋଇଥିଲା। ତେବେ ଓଡ଼ିଶା ପୁଲିସ ବାଟାଲିୟନ କମାଣ୍ଡାଣ୍ଟ ପଦୋନ୍ନତି ପାଇଁ ହେବାକୁ ଥିବା ଡିପିସି ଉପରେ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ଆସନ୍ତା ୨୦ ତାରିଖରେ ମାମଲାର…