Odisha Link
Bridging the Missing Links in Odisha

ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ଅଘଟଣ: ଆଖିବୁଜିଲେ ୨ ଶ୍ରମିକ

ଓଏଲ୍‌ ବ୍ୟୁରୋ: ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ସମ୍ପ୍ରସାରଣ କାମରେ ରଡ୍‌ ବାଇଣ୍ଡିଂ ଚାଲିଥିଲା ବେଳେ ଦୁର୍ଘଟଣା ହୋଇ ୨ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଦାମନଯୋଡ଼ି ଥାନା ପୁଲିସ ଓ ସିଆଇଏସ୍‌ଏଫ୍‌ ପହଂଚି ସ୍ତିତି ଅନୁଧ୍ୟାନ କରିଛନ୍ତି। ତେବେ ୨ ଠିକା ଶ୍ରମିକ ଝାଡ଼ଖଣ୍ଡ ବାସିନ୍ଦା ବୋଲି ଜଣା ପଡିଛି।

Leave A Reply

Your email address will not be published.