Odisha Link
Bridging the Missing Links in Odisha

ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା; ଟ୍ୱିଟ୍ କରି ଖୁସିବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା। ରିପୋର୍ଟ ଅନୁସାରେ, ଓଡିଶାର ଜଙ୍ଗଲରେ ୩୦ଟି ବାଘ ଏବଂ ୮ ଛୁଆଙ୍କ ଉପସ୍ଥିତି ରହିଛି। ପୂର୍ବରୁ ୨୦ଟି ବାଘ ଥିବାବେଳେ ବର୍ତ୍ତମାନ ତାହା ୨୭କୁ ବୃଦ୍ଧି ପାଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ ଦ୍ୱାରା ଖୁସି ବ୍ୟକ୍ତ କରିଛନ୍ତି।

ସୂଚନା ଅନୁସାରେ, ଫେବୃଆରୀ ପ୍ରଥମ ସପ୍ତାହରେ ନଅଣା ରେଞ୍ଜ ଅଧୀନ ଦୁଡୁରୁ ଚମ୍ପାଠାରେ ମହାବଳ ବାଘର ମୃତ୍ୟୁ ହୋଇଥିଲା। ବାଘର ବୟସ ୩ ବର୍ଷରୁ ଅଧିକ ହେବା ଅନୁମାନ କରାଯାଉଥିଲା। ମହାବଳର କିପରି ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି। ପୂର୍ବରୁ କୁନୋରେ ଚିତା ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.