ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ କିରାଣି। ଏଥର ଭିଜିଲାନ୍ସ ଜାଲରେ ପଡିଛନ୍ତି ଇଏସଆଇ ମେଡିକାଲର ବରିଷ୍ଠ କିରାଣି। ଜେଲ୍ ରୋଡ୍ ଇଏସଆଇ ହସ୍ପିଟାଲ କିରାଣି ଅଭିରାମ ସାହୁ ଧରାପଡ଼ିଲେ। ବିଲ୍ ପାସ୍ ପାଇଁ ୧୦ ହଜାର ଟଙ୍କା ନେବା ବେଳେ ଧରାପଡ଼ିଲେ। ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ରୋଡ୍ ଇଏସଆଇ ହସ୍ପିଟାଲ କିରାଣି ଅଭିରାମ ସାହୁଙ୍କୁ ଭିଜିଲାନ୍ସ କାବୁ କରିଛି।