Odisha Link
Bridging the Missing Links in Odisha

ଜାଗା ମିଶନ ଲୋକଙ୍କ ପାଇଁ ଆର୍ଶିବାଦ: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସହରାଞ୍ଚଳ ରୂପାନ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ସହରାଞ୍ଚଳ ରୂପାନ୍ତର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ୫-ଟିରେ ଚାଲିଥିବା ବିକାଶ ଲୋକଙ୍କ ଜୀବନରେ ଉନ୍ନତି ଆଣିଛି।

ସହରର ଗରିବ ଲୋକ ନିଜର ପରିଚୟ ପାଇଛନ୍ତି। ଜାଗା ମିଶନ ଲୋକଙ୍କ ପାଇଁ ଆର୍ଶିବାଦ। ୨୦ ହଜାର ପରିବାର ଲ୍ୟାଣ୍ଡ ରାଇଟ୍ସ ସାର୍ଟିଫିକେଟ୍ ପାଇଲେ। କଟକ, ସମ୍ବଲପୁର, ବହ୍ମପୁର ଓ ରାଉରକେଲାର ପରିବାର ପାଇଲେ। ସହରୀ ବିକାଶରେ ଜାଗା ମିଶନ ଦେଶରେ ସ୍ବତନ୍ତ୍ର ପରିଚୟ ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.