Odisha Link
Bridging the Missing Links in Odisha
Daily Archives

March 9, 2024

ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ କିଛି ସପ୍ତାହ ବାକି ରହିଥିବା ବେଳେ ଆସିଛି ବଡ଼ ଖବର। ନିର୍ବାଚନ କମିଶନର ଅରୁଣ ଗୋଏଲ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ପ୍ରାଥମିକ ଶିକ୍ଷକଙ୍କ ବଢ଼ିବ ଦରମା,…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବରେ ବାଜିଛି ମୋହର। ଏହି ବୈଠକରେ ପ୍ରାଥମିକ ଶିକ୍ଷକଙ୍କ ବେତନ ରାଶିରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର…

୧୭ଟି ପ୍ରସ୍ତାବରେ କ୍ୟାବିନେଟ ମୋହର,…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବରେ ବାଜିଛି ମୋହର। ଏହି ବୈଠକରେ ପ୍ରାଥମିକ ଶିକ୍ଷକଙ୍କ ବେତନ ରାଶିରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର…

ନିଯୁକ୍ତି ପର୍ବ: ବିଭିନ୍ନ ବିଭାଗର ୧୨୯୪…

ଓଏଲ୍‌ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗରେ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଆଜି ବିଭିନ୍ନ ବିଭାଗରେ…

ମାଓବାଦୀଙ୍କ ବର୍ବରତା; ଚାଲିଗଲା…

ଓଏଲ୍‌ ବ୍ୟୁରୋ: ଗୋଛାପଡ଼ା ଥାନା ବିଡ଼ାପଦର ଗାଁରେ ମାଓବାଦୀଙ୍କ ବର୍ବରତା। ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ଗୋଛାପଡ଼ା ଥାନା ବିଡ଼ାପଦର ଗାଁ ନିକଟ ଜଙ୍ଗଲରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତ ଫେବୃଆରୀ ଶେଷ ସପ୍ତାହରେ ମାଲକାନଗିରି…

କ୍ରୀଡ଼ା କ୍ଷେତ୍ରରେ ସୁଦୃଢ଼ତା; ଆଜି…

ଓଏଲ୍‌ ବ୍ୟୁରୋ: କ୍ରୀଡ଼ା କ୍ଷେତ୍ରରେ ସୁଦୃଢ଼ତା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ। ବିଶ୍ବକ୍ରୀଡ଼ାର ସବୁଠାରୁ ବଡ଼ ଇଭେଣ୍ଟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା। ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ଦାବିଦାର ଥିବା ବେଳେ…

ଶ୍ରୀମନ୍ଦିର: ଆଜି ଅପରାହ୍ନରେ ବସିବ…

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ନରେ ବସିବ ରତ୍ନଭଣ୍ଡାର କମିଟି ବୈଠକ। ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ରତ୍ନଭଣ୍ଡାର ଅନୁଧ୍ୟାନ ସମ୍ପର୍କରେ ଆଲୋଚନା କରାଯିବ। ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ସ୍ୱତନ୍ତ୍ର କମିଟି ସହ ବୈଠକ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୧୨ ଜଣିଆ କମିଟିର ଏହା…

ଶ୍ରୀମନ୍ଦିର ନିକଟରେ ଅଘଟଣ: ମନ୍ଦିରରୁ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନିକଟରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବଡ଼ଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ପଥର ଖସିଛି। ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଲା। ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା ରହିଛି। ଏଏସଆଇ ପକ୍ଷରୁ ଦକ୍ଷିଣ ଘର…