ଛାତ୍ର କଂଗ୍ରେସର ରାଲି ବେଳେ ଉତ୍ତେଜନା; ପୁଲିସ ସହ ଧସ୍ତାଧସ୍ତି ହେଲେ କଂଗ୍ରେସ କର୍ମୀ

ଓଏଲ୍ ବ୍ୟୁରୋ: ନବୀନ ନିବାସ ଅଭିମୁଖେ ଛାତ୍ର କଂଗ୍ରେସର ରାଲି। ରାଲି ଅଟକାଇବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଜଣା ପଡିଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଛନ୍ତି। ନବୀନ ନିବାସ ଅଭିମୁଖେ ଛାତ୍ର କଂଗ୍ରେସର ରାଲି ବେଳେ ଉତ୍ତେଜନା ହୋଇଛି। ଛାତ୍ର କଂଗ୍ରେସ କର୍ମୀ ପୁଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଛନ୍ତି।