Odisha Link
Bridging the Missing Links in Odisha

ମୁଖତାର ଅନସାରୀକୁ ଆଜୀବନ କାରାଦଣ୍ଡ; ନିଷ୍ପତି ଶୁଣାଇଲେ ବାରାଣସୀର ସ୍ୱତନ୍ତ୍ର କୋର୍ଟ

ଓଏଲ୍‌ ବ୍ୟୁରୋ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀକୁ ଆଜୀବନ ଦଣ୍ଡରେ ଦଣ୍ଡିତ କରାଯାଇଛି। ଆଜୀବନ ଶୁଣାଇଲେ ବାରାଣସୀର ସ୍ୱତନ୍ତ୍ର ଏମ୍‌ପି/ଏମ୍‌ଏଲ୍ଏ କୋର୍ଟ। ତେବେ ଦୁର୍ଦାନ୍ତ ଅପରାଧୀ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିବା ପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.