Odisha Link
Bridging the Missing Links in Odisha
Daily Archives

March 15, 2024

୨୦୨୪ ନିର୍ବାଚନ: ଓଡ଼ିଶାବାସୀଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ବହୁ ଦିନର ପ୍ରତୀକ୍ଷାର ହେବ ଅନ୍ତ। ଶନିବାର ଅପରାହ୍ନ ୩ଟାରେ ଘୋଷଣା ହେବ ନିର୍ବାଚନ ତାରିଖ। ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପ୍ରଦେଶ ଓଡ଼ିଶାବାସୀଙ୍କୁ ଦେଇଛି ୯ ଗ୍ୟାରେଣ୍ଟି। ନିର୍ବାଚନ ଇସ୍ତାହାରରେ କଂଗ୍ରେସ ଓଡ଼ିଶାବାସୀଙ୍କୁ ତେଲେଙ୍ଗାନା ଫର୍ମୁଲାରେ ଗ୍ୟାରେଣ୍ଟି ଦେଇଛି। ବିଜେପି…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଷ୍ଟାଟସ୍‌ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ୩…

ଗୃହ ମନ୍ତ୍ରାଳୟର ଚିଠି: ସିବିଆଇ ଡିଆଇଜି…

ଓଏଲ୍‌ ବ୍ୟୁରୋ: ସିବିଆଇ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟର ଚିଠି। ସିବିଆଇ ଡିଆଇଜି ହେବେ ଆଇପିଏସ୍‌ ସାରା ଶର୍ମା। ୨୦୧୦ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ସାରା ଶର୍ମା ସିବିଆଇ ଡିଆଇଜି ଭାବେ ନିଯୁକ୍ତ ହେବ। ସାରାଙ୍କ ସିବିଆଇ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି ଜାରି ହୋଇଛି। ଏନେଇ ରାଜ୍ୟ…

ରାଜଧାନୀରେ ଗର୍ଜିଲେ ସମିତି ସଭ୍ୟ; ପୁଲିସ…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଗର୍ଜିଲେ ରାଜ୍ୟ ତମାମରୁ ଆସିଥିବା ସମିତି ସଭ୍ୟ। ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ କରିଛନ୍ତି। ସରପଞ୍ଚଙ୍କୁ ୧୦ ହଜାର, ଆମକୁ କାହିଁକି ୭୫୦୦ ବୋଲି ପଚାରିଲେ। ନବୀନ ନିବାସ ଘେରାଉ ପାଇଁ ସମିତି ସଭ୍ୟ ରାଲି କରିଛନ୍ତି। ଏହି ସମୟରେ ପୁଲିସ ସହ…

ଏୟାରଲିଫ୍ଟ ହେବେ ବିଜେଡି ନେତା ପ୍ରସନ୍ନ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ। ଗତକାଲି ବିଳମ୍ବିତ ରାତିରେ କାର ଦୁର୍ଘଟଣାର ଶିକାର ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥରରେ ତାଙ୍କ ଗାଡ଼ିକୁ ଏକ…

ବାଜିଲାଣି ନିର୍ବାଚନୀ ବିଗୁଲ:…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ। ଆସନ୍ତାକାଲି ଦିନ ୩ଟାରେ ନିର୍ବାଚନ ତାରିଖ ଘୋଷଣା ହେବା ନେଇ ନିଷ୍ପତି ହୋଇଛି। ନିର୍ବାଚନ କମିଶନଙ୍କ ବୈଠକ ପରେ…

ମାର୍ଚ୍ଚ ୩୦ରେ ୫ଜଣ ମହାନବ୍ୟକ୍ତିଙ୍କୁ…

ଓଏଲ୍‌ ବ୍ୟୁରୋ: ଦୁଇ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜଣେ ବୈଜ୍ଞାନିକଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ମାର୍ଚ୍ଚ ୩୦ରେ ୫ଜଣଙ୍କୁ ମିଳିବ ଭାରତରତ୍ନ। ରାଷ୍ଟ୍ରପତି ଭବନରେ ସମାରୋହ ଆୟୋଜିତ ହେବ। ୫ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନ ମିଳିବ। ପିଭି ନରସିଂହ ରାଓ, ଚୌଧୁରୀ ଚରଣ…

ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ…

ଓଏଲ୍‌ ବ୍ୟୁରୋ: ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ବିନ୍ଦୁସାଗରରୁ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ମହିଳା ଜଣକ କିଏ ଓ କାହିଁକି ଏଠାକୁ ଆସିଥିଲେ ତାହା ଜଣାପଡ଼ି ନାହିଁ। ପୋଖରୀର ଉତରେଶ୍ୱର ଘାଟରେ ମୃତହେଦ ଭାସୁଥିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ…

ଇଲେକ୍ଟୋରାଲ ବଣ୍ଡ୍‌ ମାମଲା: ଏସବିଆଇକୁ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ନିର୍ବାଚନ କମିଶନ ବଡ଼ ନିର୍ଦେଶ ଦେଇଛନ୍ତି।ଇଲେକ୍ଟୋରାଲ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟ ପୁଣି ନୋଟିସ ଜାରି କରିଛନ୍ତି। ଏସବିଆଇକୁ ପୁଣି ନୋଟିସ ଜାରି କଲେ ସୁ୍ପ୍ରିମକୋର୍ଟ। ବଣ୍ଡର ନମ୍ବର ଦେବାକୁ ଏସବିଆଇକୁ ସୁପ୍ରିମକୋର୍ଟ…

ରାଜ୍ୟରେ ଉପରମୁହାଁ ହେଲାଣି ପାରଦ; ଆହୁରି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଗ୍ରୀଷ୍ମପ୍ରବାହ। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଛି। ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି। ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ…