Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟିଲା ଅଟୋ; ୬ ଗୁରୁତର ଆହତ

ଓଏଲ୍‌ ବ୍ୟୁରୋ: ଭବାନୀପାଟଣାରେ ଭାରସାମ୍ୟ ହରାଇ ଅଟୋ ଓଲଟି ୬ ମହିଳା ଗୁରୁତର ଆହତ ହୋଇଛନ୍ତି। ଏମ୍‌. ରାମପୁର ଥାନା ମୋହନଗିରି ନିକଟ ଜାମୁଲି ଘାଟିରେ ଓଲଟିଲା। ବିବାହ ଭୋଜିକୁ ଯିବାବେଳେ ଦୁର୍ଘଟଣା ହୋଇଥିବାବେଳେ ସବୁ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.