Odisha Link
Bridging the Missing Links in Odisha

ଜେଲ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ; ହାଜତରେ ରହିବେ ଆହୁରି ୧୫ ଦିନ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଇଡି ରିମାଣ୍ଡ ସରିବା ପରେ ଜେଲ୍ ଗଲେ କେଜରିୱାଲ। ମଦ ଦୁର୍ନୀତି ମାମଲାରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆସନ୍ତା ୧୫ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ। ଦିଲ୍ଲୀ ବିଚାର ବିଭାଗୀୟ ହାଜତକୁ ଗଲେ କେଜ୍ରିୱାଲ। ଏପ୍ରିଲ ୧୫ ଯାଏ ତିହାର ଜେଲରେ କେଜ୍ରିୱାଲ ରହିବେ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ରାଉଜ ଆଭେନ୍ୟୁ କୋର୍ଟରୁ ସିଧା ତିହାର ଜେଲ ଯିବେ।

Leave A Reply

Your email address will not be published.