କଣ୍ଟାବାଞ୍ଜି ବିଧାନସଭା: ବିଜେପି ଆଗରେ, ନବୀନ ପଛରେ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଓଡିଶାର ୭୬ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି ୫୩ଟି ଆସନରେ ବିଜେଡି ଆଗରେ ରହିଥିବା ବେଳେ ୧୨ଟି ଆସନରେ କଂଗ୍ରେସ ଆଗୁଆ ରହିଛି। ୧୧୫୮ ଆସନରେ ବିଜେପି ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଲଖ୍ମ୍ନ ବାଗଙ୍କ ଠାରୁ ପଛରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।