Odisha Link
Bridging the Missing Links in Odisha

ଜୁନ୍ ୨୫: କଳା ଦିବସ ପାଳିବ ବିଜେପି

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଏସବୁ ଭିତରେ ବିଜେପି ଆସନ୍ତାକାଲି କଳା ଦିବସ ପାଳିବ ବିଜେପି।ରାଜ୍ୟବ୍ୟାପୀ ଜୁନ୍ ୨୫କୁ କଳା ଦିବସ ଭାବେ ପାଳିବ ବିଜେପି। ଏନେଇ ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ପ୍ରାଣବଳି ଦେଇଥିବା ବ୍ୟକ୍ତିଙ୍କ ପାଇଁ କଳା ଦିବସ ପାଳନ କରାଯିବ।