Odisha Link
Bridging the Missing Links in Odisha
Daily Archives

July 16, 2024

ଜୁଲାଇ ୧୮ରେ ଖୋଲିବ ଭିତର ରତ୍ନଭଣ୍ଡାର,…

ଓଏଲ୍‌ ବ୍ୟୁରୋ: ଜୁଲାଇ ୧୮ରେ ଖୋଲିବ ରତ୍ନଭଣ୍ଡାର। ନିର୍ଦ୍ଧାରିତ ହେଲା ଶୁଭ ମୁହୂର୍ତ୍ତ। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟି ପକ୍ଷରୁ ବୈଠକ କରାଯାଇଛି। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ତେବେ ପୁନର୍ବାର କେବେ ରତ୍ନଭଣ୍ଡାର…

ଓଡ଼ିଶାରେ ବଢ଼ିବ ବାଘ ସଂଖ୍ୟା,…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବଢ଼ିବ ବାଘ ସଂଖ୍ୟା। ସମ୍ବଲପୁରକୁ ଆସିବେ ୪ ମହାବଳ। ଏନେଇ ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ପ୍ରାଧିକରଣ ଅନୁମତି କ୍ରମେ ୪ଟି ମହାବଳ ବାଘକୁ ସମ୍ବଲପୁରକୁ ଅଣାଯିବ। ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାକୁ ୫ ମହାବଳ ବାଘ ଅଣାଯିବ। ଦେବ୍ରିଗଡ଼…

ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣା: ରାଜଭବନ…

ଓଏଲ୍‌ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ରାଜଭବନରେ ଲଳିତ ମାଡ଼ ମାରିଥିବା ନେଇ ଥାନାରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ। ଏହି ଘଟଣାକୁ ନେଇ ରାଜଭବନ ଆଗରେ…

ପୁନର୍ବାର କେବେ ଖୋଲିବ ରତ୍ନଭଣ୍ଡାର?…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୪୬ ବର୍ଷ ପରେ ଖୋଲିସାରିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ଜୁଲାଇ ୧୪ ତାରିଖ ଦିନ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ପ୍ରଥମେ…

ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବଢୁଛି…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୪୬ ବର୍ଷ ପରେ ଖୋଲିସାରିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ଜୁଲାଇ ୧୪ ତାରିଖ ଦିନ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ପ୍ରଥମେ…

ସମ୍‌ ହସ୍ପିଟାଲ୍‌ ଶୀତଳାପଲ୍ଲୀ…

ଓଏଲ୍‌ ବ୍ୟୁରୋ: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସରେ ରବିବାର ଏକ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି । ଅସ୍ଥିଶଲ୍ୟ ଓ ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ପରୀକ୍ଷା…

ଭୁବନେଶ୍ବରରେ ଖୋଲିଲା ଲିଜେଣ୍ଡ ମସଲ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ସ୍ଥିତ ଝାରପଡାର ପଣ୍ଡା ବିଲଡିଂର ୪ର୍ଥ ମହଲାରେ ଲିଜେଣ୍ଡ ମସଲ ଫ୍ୟାକ୍ଟ୍ରି ପ୍ରିମିୟମ ଜିମର ଶୁଭ ଉଦଘାଟନ ହୋଇଯାଇଛି। ଉନ୍ନତମାନର ବ୍ୟାୟମ ଯନ୍ତ୍ରପାତି ତଥା ୨୦,୦୦୦ ସ୍କୋୟାର ଫୁଟରେ ନିର୍ମିତ ଏହି ଜିମ୍ ପୂର୍ବ ଭାରତର ପ୍ରଥମ ହାଇଫାସିଲିଟି ଜିମ୍ ଅଟେ। ଏହି ଜିମ୍ ର ଶୁଭ…

ସୁନାବେଶରେ ସଜେଇ ହେବେ ଶ୍ରୀବିଗ୍ରହ,…

ଓଏଲ୍‌ ବ୍ୟୁରୋ: ସିଂହଦ୍ୱାର ଆଗରେ ୩ ରଥ। ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି। ଶ୍ରୀନଅର ସାମ୍ନାରେ ଲକ୍ଷ୍ମୀ-ନୃସିଂହ ଭେଟ ସମ୍ପନ୍ନ ହୋଇଛି। ଶ୍ରୀ ହରିଶୟନ…

ସିଂହଦ୍ୱାର ଆଗରେ ଭକ୍ତଙ୍କୁ ଦର୍ଶନ…

ଓଏଲ୍‌ ବ୍ୟୁରୋ: ସିଂହଦ୍ୱାର ଆଗରେ ୩ ରଥ। ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି। ଶ୍ରୀନଅର ସାମ୍ନାରେ ଲକ୍ଷ୍ମୀ-ନୃସିଂହ ଭେଟ ସମ୍ପନ୍ନ ହୋଇଛି। ଶ୍ରୀ ହରିଶୟନ…

ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର: ୪ ଯବାନ…

ଓଏଲ୍‌ ବ୍ୟୁରୋ: ଜମ୍ମୁ-କାଶ୍ମୀର ଡୋଡାରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି । ସୋମବାର ବିଳମ୍ୱିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆତଙ୍କୀଙ୍କ ଗୁଳିରେ ୪ ଯବାନ ସହିଦ ହୋଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କାଶ୍ମୀର…