Odisha Link
Bridging the Missing Links in Odisha
Monthly Archives

September 2024

ସରିଲା ଖଣ୍ଡପଡ଼ା ଏନ୍‌ଏସି ଅନାସ୍ଥା ଭୋଟ,…

ଓଏଲ୍‌ ବ୍ୟୁରୋ: ସୁରକ୍ଷା ବଳୟ ମଧ୍ୟରେ ଶେଷ ହୋଇଛି ଖଣ୍ଡପଡ଼ା ଅନାସ୍ଥା ଭୋଟ। ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଥିବା ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାଙ୍କ ଉପସ୍ଥିତିରେ ହୋଇଛି ଭୋଟ। ହେଲେ ପ୍ରକାଶ ପାଇନାହିଁ ଫଳାଫଳ। ଅକ୍ଟୋବର ପହିଲାରେ ଫଳାଫଳ ହାଇକୋର୍ଟଙ୍କୁ ଦିିଆଯିବ ବୋଲି ସୂଚନା ରହିଛି।…

ଓପିଏସ୍‌ସି ଅଧ୍ୟକ୍ଷ ହେଲେ ଆଇପିଏସ୍ ଅରୁଣ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ଆଇପିଏସ୍‌ ଅରୁଣ କୁମାର ଷଡ଼ଙ୍ଗୀ। ଆଜି ତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାଦ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅରୁଣ ଷଡଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ୬ ବର୍ଷ ପାଇଁ…

ନବରଙ୍ଗପୁରରେ ନିଯୁକ୍ତି କଳି

ଓଏଲ୍ ବ୍ୟୁରୋ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟବ୍ୟାପୀ ଏହି ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ନବରଙ୍ଗପୁରରୁ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ନବରଙ୍ଗପୁରରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଉତ୍ତେଜନା ଦେଖା ଦେଇଛି। ନିଯୁକ୍ତି…

ପଛରେ ପଡ଼ିଲେ ଅନୀଲ କୁମ୍ବଲେ, ନୂଆ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି କାନପୁର ଟେଷ୍ଟ। ବର୍ଷା କାରଣରୁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅମ୍ପାୟର ପ୍ରଥମ ଦିନର ଖେଳକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ଦିନରେ କିନ୍ତୁ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତର କିମ୍ବଦନ୍ତୀ ସ୍ପିନର…

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ, ଡ୍ୟୁଟି…

ଓଏଲ୍ ବ୍ୟୁରୋ: ଭାରତପୁର ଥାନା ମାମଲା ପରେ ପୁଲିସ୍‌ ବିଭାଗ ଏବେ ସଜାଗ ହୋଇଛି। ଏହି କ୍ରମରେ ଡ୍ୟୁଟି ବେଳେ ବର୍ଦ୍ଦି ପିନ୍ଧିବା ପୁଲିସ୍‌ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାର ଅନୁପାଳନ ଯେପରି କଡ଼ାକଡ଼ି ହେବ, ସେନେଇ ସବୁ ଜିଲ୍ଲାର ଏସ୍‌ପି, ଡିସିପି ଏବଂ ରେଞ୍ଜ ଡିଆଇଜିଙ୍କୁ ପୁଲିସ୍‌ ଡିଜି ୱାଇ.ବି…

କେବେ ମିଳିବ ସୁଭଦ୍ରା ଟଙ୍କା? ବଡ଼ ସୂଚନା…

ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ସୁଭଦ୍ରା ଯୋଜନାର କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର ଆସିଛି। ଆଉ ୪୭ ଲକ୍ଷ ହିତାଧିକାରୀଙ୍କୁ ଖୁବଶୀଘ୍ର ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାର କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କୁ…

ହରିୟାଣା ନିର୍ବାଚନ: ବଢ଼ୁଛି କଂଗ୍ରେସର…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ବିଧାନସଭା। ତାରିଖ ଯେତେ ପାଖଉଛି ହରିୟାଣା ରାଜନୀତିରେ ସେତେ ହଟଚମଟ ହେବାରେ ଲାଗିଛି। ଅକ୍ଟୋବର ୫ ତାରିଖରେ ହରିୟାଣା ନିର୍ବାଚନ ପାଇଁ ଭୋଟ ପଡ଼ିବାକୁ ଥିବାବେଳେ ତା ପୂର୍ବରୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି। କାରଣ ନିର୍ବାଚନ ପୂର୍ବରୁ କିଛି ଜଣାଶୁଣା ନେତା…

ନୀଳଗିରି ଏନ୍‌ଏସି: ଆସ୍ଥା ହରାଇଲେ…

ଓଏଲ୍ ବ୍ୟୁରୋ: ନୀଳଗିରି ଏନ୍‌ଏସିରେ ଦେଖିବାକୁ ମିଳିଛି ରାଜନୈତିକ ହଟଚମଟ। ନୀଳଗିରି ଏନ୍‌ଏସି ବିଜେଡି ଚେୟାରମ୍ୟାନ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଚେୟାରମ୍ୟାନ ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଭୋଟିଂରେ ବିରୋଧରେ ୧୦ ଓ ସପକ୍ଷରେ ୧ ଭୋଟ ପଡିଥିଲା। ଅନାସ୍ଥା…

ନର୍ସିଂ କର୍ମଚାରୀଙ୍କୁ…

ଓଏଲ୍‌ ବ୍ୟୁରୋ: ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଦୁଇ ଦିନର ଧାରଣା ପରେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଯାହା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ କର୍ମଚାରୀ ସଂଘ। ନର୍ସିଂ…

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ କିଛି ବାବୁଆଣି ମଧ୍ୟ ଭିଜିଲାନ୍ସ ଜାଲରେ ପଡୁଛନ୍ତି। ଏସବୁ ଭିତରେ କିଛି ଦିନରେ ବିରତି ପରେ ଭିଜିଲାନ୍ସ ଜାଲରେ ପୁଣି ଜଣେ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ…