Odisha Link
Bridging the Missing Links in Odisha
Monthly Archives

November 2024

‘ନୀତି ଆୟୋଗ ଢାଞ୍ଚାରେ ଗଠନ ହେବ…

ଓଏଲ୍‌ ବ୍ୟୁରୋ: ସତର ବର୍ଷ ଧରି ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇନାହିଁ। ଯୋଜନା ବୋର୍ଡର ଅଧ୍ୟକ୍ଷ ନିଜେ ମୁଖ୍ୟମନ୍ତ୍ରୀ ରହିଆସୁଥିବା ବେଳେ ରାଜନୈତିକ ଥଇଥାନ ପାଇଁ ବରିଷ୍ଠ ରାଜନେତାମାନଙ୍କୁ ଏଠାରେ ଉପାଧ୍ୟକ୍ଷ ଓ ସଦସ୍ୟ ଭାବେ ସରକାର ନିଯୁକ୍ତି କରିଥାନ୍ତି। ତେବେ ଓଡ଼ିଶାରେ ବିଜେପି…

ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ: ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଏସବୁ ଭିତରେ ରାଜ୍ୟରେ ୪ଟି ଫାଷ୍ଟ ଟ୍ରାକ କୋର୍ଟ ଅତିଶୀଘ୍ର ପ୍ରତିଷ୍ଠା ହେବା ନେଇ ମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟରେ ମହିଳା ବିରୋଧୀ ହିଂସାକୁ ନେଇ ରାଜ୍ୟ ସରକାର ଶୁନ୍ୟ…

କାଲି ଓଡ଼ିଶା ଆସିବେ ମୋଦି, ଆସିଲା…

ଓଏଲ୍‌ ବ୍ୟୁରୋ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଗସ୍ତ ନେଇ କାର୍ଯ୍ୟ ସୂଚୀ ପ୍ରକାଶ ପାଇଛି। ଶୁକ୍ରବାର ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର…

ଆସିଲା ହାତୀ ଗଣନା ରିପୋର୍ଟ, ବର୍ଷକରେ…

ଓଏଲ୍ ବ୍ୟୁରୋ: ୨୦୨୪ର ହାତୀ ଗଣନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ ଅଛନ୍ତି। ରାଜ୍ୟରେ ୩୩୪ଟି ବଡ଼ ଦନ୍ତା, ୧୨ଟି ବଡ଼ ମାଖନା ହାତୀ ଅଛନ୍ତି। ରାଜ୍ୟରେ ୬୭୮ ମାଈ ହାତୀ ଓ ୪୦୩ ଟି ହାତୀ ଛୁଆ ଅଛନ୍ତି। ୧୩ ଡିଭିଜନରେ ଗୋଟିଏ ହାତୀ ନଥିବା ସୂଚନା ରହିଛି। ଢେଙ୍କାନାଳ…

ଭୁବନେଶ୍ୱର ସଭାକୁ ଖଲିସ୍ତାନୀ ଧମକ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ପ୍ରଥମଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ଡିଜି ସମ୍ମିଳନୀ। ରାଜଧାନୀ ଭୁବନେଶ୍ବରରେ ଏଭଳି ସମ୍ମିଳନୀ ପ୍ରଥମ ଥର ହେଉଥିବାରୁ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର କରିଛନ୍ତି ଓଡ଼ିଶା ସରକାର। ବଡ଼ କଥା ହେଉଛି, ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବେ…

ଅସୁସ୍ଥ କଲା ବିଷାକ୍ତ ଖାଦ୍ୟ, ମେଡିକାଲରେ…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିବାବେଳେ ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ନର୍ସିଂ ଛାତ୍ରୀ ଗୁରୁତର ହୋଇଥିବା ଜଣା ପଡିଛି। ଶିଶୁପାଳଗଡ଼ ସ୍ଥିତ ଘରୋଇ ନର୍ସିଂ କଲେଜର ୧୦ ଛାତ୍ରୀ ଅସୁସ୍ଥ ହୋଇ ପଡିବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୌସେନା…

ଓଏଲ୍‌ ବ୍ୟୁରୋ: ଆଗାମୀ ଡିସେମ୍ବର ୪ ତାରିଖରେ ପୁରୀ ରାଜଭବନ ନିକଟସ୍ଥ ବ୍ଲୁ ଫ୍ଲାଗ ବିଚ ବେଳାଭୂମି ଠାରେ ନୌସେନା ଦିବସ ବା ନାଭାଲ ଡେ ପାଳିତ ହେବ। ଏଥିରେ ନୌସେନାର ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଚିତ୍ତାକର୍ଷକ ଏୟାର ସୋ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ…

୨୧ଟି ଯୋଜନାର ନାଁ ବଦଳେଇଛନ୍ତି ମୋହନ…

ଓଏଲ‌ ବ୍ୟୁରୋ: ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଗୃହକାର୍ଯ୍ୟ ସୁରୁଖୁରରେ ଚାଲିଥିବା ବେଳେ ସାମ୍ନାକୁ ଆସିଛି ରୋଚକ ତଥ୍ୟ। ୨୪ ବର୍ଷର ନବୀନ ସରକାର ଯିବା ପରେ ମୋହନ ସରକାର ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଲିଖିତ ଉତ୍ତର ଉପସ୍ଥାପିତ…

ମନ୍ତ୍ରୀଙ୍କ ସୂଚନା: ନାଳ ଉନ୍ନତିକରଣ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡ୍ରେନେଜ ବ୍ୟବସ୍ଥା ଓ ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ସରକାର ନାଳ ଉନ୍ନତିକରଣ ଯୋଜନା କାର୍ଯ୍ୟନ୍ଵୟନ କରୁଛନ୍ତି। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏଥିପାଇଁ ୩୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଆଜି ପ୍ରଶ୍ନକାଳରେ…

‘ମହାନଦୀରେ ନିର୍ମାଣ ହେବ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡ୍ରେନେଜ ବ୍ୟବସ୍ଥା ଓ ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହା ସହ ମହାନଦୀ ଅବବାହିକାରେ ଜଳଭଣ୍ଡାର ନିର୍ମାଣ କରାଯିବ। ସୁବ୍ୟବସ୍ଥିତ ବ୍ୟାରେଜ ମଧ୍ୟ କରାଯିବ ଏନେଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଛନ୍ତି ସଂସଦୀୟ…