Odisha Link
Bridging the Missing Links in Odisha
Monthly Archives

November 2024

ସାଂସଦ ଇନିଂସ ଆରମ୍ଭ କଲେ ପ୍ରିୟଙ୍କା,…

ଓଏଲ‌ ବ୍ୟୁରୋ: ଲୋକସଭା ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଓ୍ବାୟନଡ ଲୋକସଭା ଉପନିର୍ବାଚନରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ପାଇ ନିର୍ବାଚିତ ହୋଇଥିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି ତାଙ୍କ ଭାଇଙ୍କ ପରି ହାତରେ ସମ୍ବିଧାନ ଧରି ଶପଥ…

ଗୃହରେ ମନ୍ତ୍ରୀଙ୍କ ସୂଚନା: ବନ୍ଦ ହେବ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବେଆଇନ ଖଣି କାରବାରକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଆଜି ଏନେଇ ଗୃହକୁ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ବେଆଇନ ଖଣି କାରବାରକୁ ରୋକିବା ପାଇଁ ଜିଲ୍ଲାରୁ ତହସିଲ ଯାଏଁ ଟାସ୍କଫୋର୍ସ ଗଠନ କରାଯିବାର ପ୍ରସ୍ତାବ ରହିଛି।…

ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ: ୧୫…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର। କାଲିଠୁ ମାଲକାନଗିରିରୁ ଆରମ୍ଭ ହୋଇଛି ସୁଭଦ୍ରା ଯାଞ୍ଚ। ୧୫ ଦିନ ଭିତରେ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ସରିବ। ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି। ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି। କାଲି ଠାରୁ…

ରାଜଧାନୀରେ ରେଡ୍ ବେଳେ ଇଡିକୁ ଆକ୍ରମଣ

ଓଏଲ୍‌ ବ୍ୟୁରୋ: ସାଇବର ଲୁଟର ତଦନ୍ତ ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଇଡି ଟିମ୍। ଦିଲ୍ଲୀର ବିଜୱାସନ ଅଞ୍ଚଳରେ ଇଡି ଟିମ୍ ସାଇବର କ୍ରାଇମ ନେଇ ରେଡ୍‌ ବେଳେ ୫ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଆକ୍ରମଣରେ ଇଡିର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଆହତ ହୋଇଛନ୍ତି। ସାଇବର କ୍ରାଇମ ନେଇ ରେଡ୍‌ ବେଳେ ୫ ଦୁର୍ବୃତ୍ତ…

ନୂଆବର୍ଷରୁ ଭୁବନେଶ୍ୱରରୁ ଦେଶର ଆଉ ୫…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିମାନ ସେବା କ୍ଷେତ୍ରରେ ଯୋଡ଼ି ହେବ ନୂୂଆ ଅଧ୍ୟାୟ। ଜାନୁଆରୀ ପହିଲାରୁ ରାଜଧାନୀ ଭୁବନେଶ୍ବରରୁ ଦେଶର ଆଉ ୫ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ନୂଆବର୍ଷରୁ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ୍, ଲକ୍ଷ୍ମୌ, ଜୟପୁର ଓ…

ସୁଭଦ୍ରା ଯୋଜନା: ବାଦ୍ ପଡ଼ିଥିବା…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର। ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ତ୍ରୁଟି ଧରାଯିବ। ତ୍ରୁଟିରେ ସୁଧାର କରାଯାଇ ଟଙ୍କା ପ୍ରଦାନ କରାଯିବ। ହିତାଧିକାରୀଙ୍କ ପାଖକୁ ଯିବେ ସରକାରୀ କର୍ମଚାରୀ। କେଉଁଠି ତ୍ରୁଟି ରହିଲା, ସେନେଇ ଯାଞ୍ଚ କରିବେ। RI, ARI, ଭତ୍ତା ବଣ୍ଟନ ଅଧିକାରୀ…

‘ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ। ଏନେଇ ରାଜ୍ୟ ସରକାର ନୂଆ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି। ସର୍ଭେ ଚୂଡ଼ାନ୍ତ ହେବା ପରେ ଯୋଗ୍ୟ ପରିବାରକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଧାର୍ଯ୍ୟଲକ୍ଷ ଆଧାରରେ…

କାଲି ଓଡ଼ିଶା ଆସିବେ ମୋଦି, ସୀମାରେ ଆଳୁ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଆଳୁ କାର୍ଡ ଖେଳିଲେ ପଶ୍ଚିମବଙ୍ଗ ସରକାର। ଓଡ଼ିଶାକୁ ଆସିବାକୁ ଥିବ ଆଳୁ ଗାଡ଼ିକୁ ଅଟକାଇଲା ପଶ୍ଚିମବଙ୍ଗ ପ୍ରଶାସନ। ବେଲଦା ନିକଟରେ ଶତାଧିକ ଆଳୁ ଟ୍ରକ୍‌ ଅଟକି ରହିଛଇ। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ଅଟକିଛି ଆଳୁ ଗାଡ଼ି। ମିଳିଥିବା ସୂଚନା ମୁତାବକ, କିଛିଦିନ ହେବ…

ଶୀତ ଅଧିବେଶନର ଆଜି ତୃତୀୟ ଦିନ: ବିଜେଡି…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ତୃତୀୟ ଦିନରେ ଶୂନ୍ୟକାଳ ପାଇଁ ବିଜେଡି ଆଣିଲା ମୁଲତବି ପ୍ରସ୍ତାବ। ରାଜ୍ୟରେ ନାବାଳିକା ଓ ମହିଳାମାନେ ଅସୁରକ୍ଷିତ। ଅପରାଧ ରୋକିବାରେ ରାଜ୍ୟ ସରକାର ବିଫଳ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ…

ବଢୁଛି ଶୀତ, ଦୁର୍ଘଟଣାଠୁ ଦୂରରେ ରହିବାକୁ…

ଓଏଲ୍‌ ବ୍ୟୁରୋ: ଖସୁଛି ପାରଦ ବଢୁଛି ଶୀତ। ସକାଳେ ଶୀତ ବୃଦ୍ଧି ପାଇବା ସହ ସଞ୍ଜ ଆସିଲେ ଶୀତର ପ୍ରକୋପ ଧୀରେ ଧୀରେ ବଢିବା ସହ ପାରଦ ଖସୁଛି। ଶୀତ ଦିନରେ କୁହୁଡ଼ି ଯୋଗୁଁ ସଡ଼କର ଦୃଶ୍ୟମାନ୍ୟତା ମଧ୍ୟ ହ୍ରାସ ପାଉଛି। ଯାହା ଅନେକ ସମୟରେ ଦୁର୍ଘଟଣାର କାରଣ ହେଉଛି। ତେଣୁ ଯାତ୍ରାକୁ ସୁରକ୍ଷିତ ରଖିବାକୁ…