Odisha Link
Bridging the Missing Links in Odisha
Monthly Archives

November 2024

ଝାଡ଼ଖଣ୍ଡକୁ ମିଳିବ ୧୪ତମ ମୁଖ୍ୟମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଆଜି ଝାଡ଼ଖଣ୍ଡକୁ ମିଳିବ ୧୪ତମ ମୁଖ୍ୟମନ୍ତ୍ରୀ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍। ଅପରାହ୍ନରେ ରାଞ୍ଚିର ମୋରହାବାଦୀ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ରାହୁଲ ଗାନ୍ଧୀ, ଶରଦ ପାୱାର ଓ ମମତା ବାନାର୍ଜୀଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନେକ ବରିଷ୍ଠ…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦଘାଟିତ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ମହିଳା ଶିଶୁ ବିକାଶ ବିଭାଗ ଦ୍ୱାରା ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ମହକ ଓ ଉତ୍ସାହ ୨୦୨୪" ଆୟୋଜିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ। ଭୁବନେଶ୍ବର ସ୍ଥିତ…

ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍ ଟାଣି…

ଓଏଲ୍‌ ବ୍ୟୁରୋ: ପୁଣି ଥରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଫଟୋ ଭାଇରାଲ। ଏଥର ଜଣେ ଯୁବକ ସିଗାରେଟ୍ ଟାଣିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଦେବୀ ୧୦୫ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା। ଉକ୍ତ ଯୁବକ ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ। ଫଟୋରେ ଲିଙ୍ଗରାଜଙ୍କ…

ପୁରସ୍କୃତ ହେଲା ଓଡ଼ିଶା ପାଭିଲିୟନ୍

ଓଏଲ୍‌ ବ୍ୟୁରୋ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍ ପୁରସ୍କୃତ ହୋଇଛି। ଲଗାତାର ତୃତୀୟ ଥର ପାଇଁ ପୁରସ୍କୃତ ହେଲା ଓଡ଼ିଶା। ବେଷ୍ଟ ଥେମାଟିକ୍‌ କ୍ୟାଟୋଗୋରୀରେ ମିଳିଲା ରୌପ୍ୟ ପଦକ। ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆକର୍ଷଣ ଥିଲା ଓଡ଼ିଶା ମଣ୍ଡପ। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର…

‘୪୫ ଦିନ ଆଗରୁ ମିଳିବ…

ଓଏଲ୍‌ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟ । ଗନ୍ଧମାର୍ଦ୍ଦନ ପ୍ରସଙ୍ଗକୁ ନେଇ ବିରୋଧୀ ମୁଲତବି ପ୍ରସ୍ତାବ ଆଣିବା ପରେ ଗୃହରେ ଉଠିଥିଲା କନ୍ଧମାଳରେ ଆମ୍ବଟାକୁଆ ଜନିତ ମୃତ୍ୟୁ ପ୍ରସଙ୍ଗ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କନ୍ଧମାଳ ମାଣ୍ଡିପଙ୍କାରେ…

ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ଼ ଖୁଲାସା କଲେ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ମହାନାଟକ ଦେଖିବାକୁ ମିଳିଛି। କ୍ଷମତାର ଛକି ଶୂନର ଖେଳରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଗାଦିରେ ଏକନାଥ ସିନ୍ଦେ ବସିବେ ନା ଦେବେନ୍ଦ୍ର ଫଡନାଭିସ୍‌ ବସିବେ ତାକୁ ନେଇ କଳ୍ପନାଜଳ୍ପନା…

‘ମୁଁ ରାଜନୀତି ଛାଡ଼ି ଦେବି’

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ତିନି ଜଣଙ୍କ ମୃତ୍ୟୁ ପ୍ରସଙ୍ଗ ବିଧାନସଭାରେ ଚର୍ଚ୍ଚା ବଢ଼ାଇଛି। ବିଧାନସଭାରେ ବିରୋଧୀ ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗକୁ ନେଇ ଶାସକଦଳକୁ ଟାର୍ଗେଟ କରୁଥିବାବେଳେ ଆଜି ବିଜେଡି ବିଧାୟକ ବ୍ୟୋମକେଶ ରାୟ ବଡ଼ ବୟାନ ଦେଇଛନ୍ତି।…

ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ, ଜାରି…

ଓଏଲ୍‌ ବ୍ୟୁରୋ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ ଚାଲିବ ରୋଡ୍‌ ଶୋ’।…

ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ସ୍କାନରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲେ ଭିଜିଲାନସ ଅଧିକାରୀ। ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନିକଟରୁ ୧୨ ହଜାର ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ…

ବୁର୍ଲା ଭିମ୍‌ସାରରୁ ଶିଶୁ ଚୋରି ଘଟଣା:…

ଓଏଲ୍‌ ବ୍ୟୁରୋ: ବୁର୍ଲା ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣାକୁ ନେଇ ତତ୍ପର ହୋଇଉଠିଛି ପ୍ରଶାସନ। ୪ଟି ଟିମ୍ ଗଠନ କରାଯାଇ ଚୋରିକରିଥିବା ମହିଳାଙ୍କୁ ଧରିବା ଲାଗି ଜୋରଦାର ପ୍ରଚେଷ୍ଟା ଚାଲିଛି। ଏନେଇ ବିଭିନ୍ନ ଜିଲ୍ଲା ପୁଲିସକୁ ଆଲର୍ଟ କରାଯାଇଛି। ଉକ୍ତ ମହିଳାଙ୍କ ଫଟୋ ବି ପୁଲିସ ପାଖକୁ…