ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା…
ଓଏଲ୍ ବ୍ୟୁରୋ: ଫେବୃଆରୀ ୨୧ ତାରିଖରୁ ଆରମ୍ଭ ମାଟ୍ରିକ ପରୀକ୍ଷା। ଏହାପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଶ୍ନପତ୍ର ଲିକ୍କୁ ରୋକିବା ପାଇଁ ଚଳିତବର୍ଷଠୁ ପ୍ରଶ୍ନପତ୍ରରେ ରହିବ ଓ୍ବାଟର ମାର୍କ। ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲକୁ ରୋକିବା ପାଇଁ ଚଳିତଥର ମାଟ୍ରିକ ପରୀକ୍ଷାର…