ଭାରତର ଡିଜିଟାଲ ଷ୍ଟ୍ରାଇକ: ଓଟିଟି…
ଓଏଲ୍ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ ଆତଙ୍କୀ ଠିକଣାରେ ଆକ୍ରମଣ କରି ଧ୍ବଂସ କରିଛି ଭାରତ। ଏହା ସହ ପାକିସ୍ତାନ ଉପରେ ଭାରତର ବଡ଼ ଡିଜିଟାଲ ଷ୍ଟ୍ରାଇକ କରିଛି। ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।…