Odisha Link
Bridging the Missing Links in Odisha
Daily Archives

May 12, 2025

୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ…

ଓଏଲ୍‌ ବ୍ୟୁରୋ: ଓଡିଶା ଆସୁଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ। ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ। ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବେ। ଏଠାରୁ…

ଅପରେସନ ସିନ୍ଦୂର: ଇସ୍ରୋ ମୁଖ୍ୟଙ୍କ ବଡ଼…

ଓଏଲ୍‌ ବ୍ୟୁରୋ: ଅପରେସନ ‘ସିନ୍ଦୂର‘କୁ ନେଇ ଇସ୍ରୋ ମୁଖ୍ୟଙ୍କ ବଡ଼ ବୟାନ। ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ୧୦ ସାଟେଲାଇଟ୍‌ ନଜର ରଖିଛନ୍ତି। ୨୪ ଘଣ୍ଟିଆ ନଜର ରଖାଯାଇଥିବା ଇସ୍ରୋ ମୁଖ୍ୟ ଭି. ନାରାୟନ୍‌ କହିଛନ୍ତି। ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ…

ଆଜି ଭାରତ ପାକିସ୍ତାନ ଡିଜିଏମ୍ଓ…

ଓଏଲ୍‌ ବ୍ୟୁରୋ: ଆଜି ଭାରତ ପାକିସ୍ତାନ DGMO ଆଲୋଚନା। ଅସ୍ତ୍ରବିରତି ପରେ ପ୍ରଥମ ଥର ପାଇଁ କଥାବାର୍ତ୍ତା ହେବେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନ ଧରି ଚାଲିଥିବା ସାମରିକ ସଂଘର୍ଷ ପରେ ରବିବାର ଦିନ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଆଜି ଉଭୟ ଦେଶର ଡିଜିଏମଓମାନେ ଦିନ ୧୨ଟାରେ ଯୁଦ୍ଧବିରତିର…

ବୁଦ୍ଧ ପୂର୍ଣ୍ଣିମାରେ ଚଳଚଞ୍ଚଳ ବୋଧଗୟା,…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା। ବୁଦ୍ଧ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ବୋଧଗୟା। ମହାବୋଧି ମହାବିହାର ମନ୍ଦିରରେ ଭକ୍ତଙ୍କ ଭିଡ। ମାନ୍ୟତା ଅନୁସାରେ ଆଜିର ଦିନରେ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା। ଏହି କାରଣରୁ ଏହି ମାସରେ ପଡୁଥିବା ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି…

ଥମିଲା ଗୁଳିବର୍ଷା: ବଙ୍କରରୁ ବାହାରି…

ଓଏଲ୍‌ ବ୍ୟୁରୋ: ଜମ୍ମୁ କାଶ୍ମୀର ଏଲ୍‌ଓସି (ନିୟନ୍ତ୍ରଣ ରେଖା) ନିକଟସ୍ଥ ୩ ସୀମାନ୍ତ ଜିଲ୍ଲାରେ ପାକିସ୍ତାନ ଲଗାତାର ଗୁଳିଗୋଳା ମାଡ଼ ଏବଂ ଡ୍ରୋନ୍‌ ଆକ୍ରମଣ କରୁଥିଲା। ଏଥିପାଇଁ ବାରମୂଳା, ବାନ୍ଦିପୁରା ଓ କୁପୱାଡ଼ା ଜିଲ୍ଲାର ଏଲ୍‌ଓସି ଅଞ୍ଚଳରୁ ପାଖାପାଖି ୧ଲକ୍ଷ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ…