ଗହଣା ପ୍ରେମୀଙ୍କୁ ମହଙ୍ଗା ମାଡ଼: ପୁଣି…
ଓଏଲ୍ ବ୍ୟୁରୋ: ପୁଣି ଥରେ ବୃଦ୍ଧି ପାଇଛି ସୁନା ଦର। ଜାନୁଆରୀରୁ ହୁ ହୁ ହୋଇ ବଢିଛି ସୁନା ଦର। କିଛି ଦିନ ତଳେ ସୁନା ଓ ରୂପା ଦରରେ ହ୍ରାସ ହୋଇଥିବା ବେଳେ ପୁଣି ଥରେ ବଜାରରେ ଆକାଶ ଛୁଆଁ ହୋଇଛି ଦାମ୍।
ଜାଣନ୍ତୁ ଆଜି କେତେ ରହିଛି ସୁନା ଦର…
ଭୁବନେଶ୍ବରରେ ପ୍ରମୁଖ ସୋରୁମ୍ ଗୁଡ଼ିକରେ ଆଜି ୨୪…