ରାଜ୍ୟରେ କରୋନା ଭୟ: ୩ ନୂଆ ଆକ୍ରାନ୍ତ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଜଣେ ପଜିଟିଭ ଚିହ୍ନଟ ହେବା ପରେ ଧୀରେ ଧୀରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ରାଜ୍ୟରେ ୩ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କୋଭିଡ ପଜିଟିଭ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।…