Odisha Link
Bridging the Missing Links in Odisha
Daily Archives

June 5, 2025

ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ…

ଓଏଲ୍‌ ବ୍ୟୁରୋ: ମନ୍ଦିର ଶିଖରରେ ଝଟକୁଛି ସୁବର୍ଣ୍ଣ। ଅଯୋଧ୍ୟାରେ ଶ୍ରୀରାମଙ୍କ ଦରବାରର ପ୍ରାଣପ୍ରତିଷ୍ଠା ଉତ୍ସବ ଆୟୋଜିତ ହେଉଛି। ୨ୟ ପର୍ଯ୍ୟାୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ହୋଇଛି ଅଯୋଧ୍ୟା ନଗରୀ। ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପୂରା…

ରାଜ୍ୟରେ କରୋନା ଭୟ: ଶିକ୍ଷକଙ୍କୁ ଦିଆଯିବ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯…

ସ୍ନାନ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର…

ଓଏଲ୍‌ ବ୍ୟୁରୋ: ଜୁନ ୧୧ ତାରିଖରେ ସ୍ନାନ ପୂର୍ଣ୍ଣିମା। ଜ୍ୟେଷ୍ଠ ପୁର୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଥିବାବେଳେ ଶୃଙ୍ଖଳିତ ଦର୍ଶନ କରିବା ନେଇ ପୁଲିସ ବିଭାଗ ପକ୍ଷରୁ ଆଜି ସୁରକ୍ଷା ସମୀକ୍ଷା ବୈଠକ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାଞ୍ଚଳ…

ଗହଣା ପ୍ରେମୀଙ୍କୁ ମହଙ୍ଗା ମାଡ଼: ପୁଣି…

ଓଏଲ୍‌ ବ୍ୟୁରୋ: ପୁଣି ଥରେ ବୃଦ୍ଧି ପାଇଛି ସୁନା ଦର। କିଛି ଦିନ ତଳେ ସୁନା ଓ ରୂପା ଦରରେ ହ୍ରାସ ହୋଇଥିବା ବେଳେ ପୁଣି ଥରେ ବଜାରରେ ଆକାଶ ଛୁଆଁ ହୋଇଛି ଦାମ୍‌। ଜାଣନ୍ତୁ ଆଜି କେତେ ରହିଛି ସୁନା ଦର… ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୯୮,୯୧୦…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଚଳିତବର୍ଷ ୭.୫…

ଓଏଲ୍‌ ବ୍ୟୁରୋ: ଆଜି ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା…

ବେଙ୍ଗାଲୁରୁ ଷ୍ଟାଡିୟମ୍‌ ବାହାରେ…

ଓଏଲ୍‌ ବ୍ୟୁରୋ: ଅନେକ ବର୍ଷ ପ୍ରତୀକ୍ଷା ପରେ ଆଇପିଏଲ୍ ଟାଇଟଲ ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ନୂଆ ବିଜେତା ଟିମ୍‌କୁ ବେଙ୍ଗାଲୁରୁର ଚିନ୍ନସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ସମ୍ମାନ ପୂର୍ବରୁ ଏଭଳି କିଛି ଘଟିଗଲା, ଯାହା କେହି କଳ୍ପନା କରିନଥିବେ। ଷ୍ଟାଡିୟମ ବାହାରେ…

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼:…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରାଜେନ୍ଦ୍ର ଅଭିଷେକ ନୀତି। ଆଜି ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ଅବସରରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୁପ ନୀତି ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ରୁକ୍ମଣୀ ହରଣ ଏକାଦଶୀ ପୂର୍ବରୁ ଆଜି ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ରାଜେନ୍ଦ୍ର…

ରାଜ୍ୟରେ କରୋନା ଭୟ: ୨୪ ଘଣ୍ଟାରେ ୫ ନୂଆ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯…

କୋରାପୁଟରେ ୬ ରୋଗୀଙ୍କ ମୃତ୍ୟୁ: ସହିଦ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଛି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଘଟଣା। ଗୋଟିଏ ରାତିରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। ସେଥିରୁ ଆଇସିୟୁ ସର୍ଜରିରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା…

ପରିବେଶ ଦିବସରେ ପରିବେଶବିତ୍‌ ମେଧା…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ କିପରି ରୋକାଯାଇ ପାରିବ ସେନେଇ ସଚେତନତା ସୃଷ୍ଟି କରାଯାଉଛି। ଏସବୁ ଭିତରେ ରାୟଗଡ଼ା ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ଅଟକ ରଖାଯାଇଛି। ରେଲୱେ ଷ୍ଟେସନ୍‌ରୁ…