Odisha Link
Bridging the Missing Links in Odisha

ନନ୍ଦନକାନନରେ କମିଲା ବାଘ ସଂଖ୍ୟା, ଆଖି ବୁଜିଲା ବାଘୁଣୀ ‘ସାରା’

ଓଏଲ୍‌ ବ୍ୟୁରୋ: ନନ୍ଦନକାନନରେ ପୁଣି କମିଲା ବାଘ ସଂଖ୍ୟା। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବାଘୁଣୀ ‘ସାରା’। ୨୦୦୬ ମସିହାରେ ବାନ୍ଧବଗଡ଼ରୁ ନନ୍ଦନକାନନକୁ ‘ସାରା’ ଆସିଥିଲା। ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ‘ସାରା’ର ଆଜି ମୃତ୍ୟୁ ହୋଇଛି।